ଶକ୍ତି ଶ୍ରୀ ପକ୍ଷରୁ ସ୍ୱାସ୍ଥ୍ୟ ଭିତ୍ତିକ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ
ନୟାଗଡ଼,(ପ୍ରଭାକର ଶିରୋମଣି):-
କଣ୍ଟିଲୋ :: ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗନିର୍ଦ୍ଦେଶ କ୍ରମେ ସ୍ଥାନୀୟ ନୀଳମାଧବ ମହାବିଦ୍ୟାଳୟ ସଭା ଗୃହରେ ଏକ ସଚେତନାକାର୍ଯ୍ୟ କ୍ରମ ବୁଧବାର ଅନୁଷ୍ଠିତ ହୋଇଥିଲା l ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ମେଡିକାଲର ଆୟୁଷ ଡାକ୍ତର!-->!-->!-->…