ପାହାଡ଼ ଛାତିରେ ରହସ୍ୟମୟ ଗୁମ୍ଫା! ରାଜାରାଜୁଡ଼ା ଅମଳର ସୁଡ଼ଙ୍ଗ ନା ଋଷିମୁନିଙ୍କ ତପସ୍ୟାସ୍ଥଳୀ? ଆଜି ବି ସାଧନାରେ…
ଚ଼ିକିଟି | ଗଞ୍ଜାମ | କେଳାଝୁରି | ଜଗନ୍ନାଥ ନାୟକ ||ପାହାଡ଼ର ନିର୍ଜନତା ଭିତରେ ଲୁଚି ରହିଛି ଏକ ପ୍ରାଚୀନ ଗୁମ୍ଫା। ଚାରିପଟେ ପ୍ରକୃତିର ନିରବତା, ଆଉ ଭିତରେ ଇତିହାସର ଅନେକ ଅକୁହା କାହାଣୀ। ଗଞ୍ଜାମ ଜିଲ୍ଲା କେଳାଝୁରି ନିକଟସ୍ଥ ରୁଷି ଦଳି ଅଞ୍ଚଳରେ ଥିବା ଏହି ପ୍ରାଚୀନ ଗୁମ୍ଫା ଏବେ ବି!-->…