ଜଟଣୀରେ ନିର୍ମାଣ ହେବ ସାମ୍ବାଦିକ ଭବନ
ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଜଟଣୀରେ ସାମ୍ବାଦିକ ଭବନ ତଥା ସାମ୍ବାଦିକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି |ସ୍ଥାନୀୟ ବଡ଼ ନୂଆ ଗାଁ ଠାରେ ସବ -ରେଜିଷ୍ଟ୍ରର କାର୍ଯ୍ୟାଳୟ ନିକଟରେ ଏହି ଗୋଷ୍ଠୀ କେନ୍ଦ୍ର ନିର୍ମାଣ କରାଯିବ | ଜଟଣୀ ବିଧାୟକଙ୍କ!-->!-->!-->…