ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ବନ୍ୟଜନ୍ତୁ ଆକ୍ରମଣ ଜନିତ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି .
6 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ.
ବାସଗୃହ କ୍ଷତିଗ୍ରସ୍ତ ହେଲେ ଅନ୍ତ୍ୟୋଦୟ ଗୃହଯୋଜନାରେ ମିଳିବ ଘର
ରୋଷେଇ ଘର, ଧାନ ସଂରକ୍ଷଣ ଗୃହ, ହାଳ ପାଇଁ ମିଳିବ 3 ହଜାର ଟଙ୍କା
ପାଚେରି, କମ୍ପାଉଣ୍ଡ ୱାଲ୍ କ୍ଷତିଗ୍ରସ୍ତ ହେଲେ ପ୍ରତି ମିଟର ପିଛା ମିଳିବ 5 ହଜାର*
କିମ୍ବା ସର୍ବାଧିକ 25 ହଜାର ଟଙ୍କା ପର୍ଯ୍ୟନ୍ତ ମିଳିବ ଅନୁକମ୍ପାମୂଳକ ସହାୟତା ରାଶି