୧୦ ଜଣ ମହିଳାଙ୍କୁ ଭୟ ଦେଖାଇ ଅନୈତିକ ସମ୍ପର୍କ ରଖୁଥିଲେ ୬୦ ବର୍ଷର ବୃଦ୍ଧ, ସମସ୍ତେ ମିଶିଯାଇ ସିଧା ଜାଳିଦେଲେ, ପରେ

ଆର,ଉଦୟଗିରି,(ମନୋଜ ପାଢୀ): ଗଜପତି ଜିଲା ମୋହନା ଥାନା କୁଇହୁରୁ ଗାଁରେ ୬୦ ବର୍ଷର ବୃଦ୍ଧ କାମ୍ବି ମଳିକଙ୍କୁ ହତ୍ୟା ଘଟଣାରେ ପୋଲିସ ସୋମବାର ୧୦ ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ସେମାନଙ୍କ ମଧ୍ୟରୁ ୮ ଜଣ ମହିଳାଥିବା ବେଳେ ଦୁଇଜଣ ପୁରୁଷ ଅଛନ୍ତି। ପୋଲିସ ଘଟଣାସ୍ଥଳରୁ ହତ୍ୟା…

ମୋହନା ପଞ୍ଚାୟତ ସମିତି ବୈଠକ ବର୍ଜନ କଲେ ସରପଞ୍ଚ

 ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ପଞ୍ଚାୟତ ସମିତି ବୈଠକ ଥିବା ବେଳେ ଗ୍ରାମ ପଞ୍ଚାୟତ ର ସରପଞ୍ଚ ମାନେ ବୈଠକ କୁ ବର୍ଜନ କରିଛନ୍ତି।ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବ ରେ ସମିତି ସଭ୍ୟ ମାନେ ବୈଠକ କୁ ଆସିଥିବା ବେଳେ ସରପଞ୍ଚ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ ପାଢୀ):- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ଡ଼ାବରାଗୁଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ…

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ 

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଲାମୁଣ୍ଡଳା ଠାରେ ୧୩ ଗୋଟି ଧାନ କ୍ରୟ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ…

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ପୁରୁଷୋତ୍ତମପୁର ବ୍ଲକର ଜୋନ୍ ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):- ଗଞ୍ଜାମ ଜିଲ୍ଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଆଜି ସକାଳ ୧୧ ଘଣ୍ଟିକା ସମୟରେ ପୁରୁଷୋତ୍ତମପୁର ସହର ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ପୁରୁଷୋତ୍ତମପୁର ବ୍ଲକର ସମ୍ପାଦକ ସତ୍ୟନାରାୟଣ ମହାପାତ୍ରଙ୍କ ସଂଯୋଜନା ରେ ପୁରୁଷୋତ୍ତମପୁର…

ଉଦ ଯାପିତ ହେଲା ପୁରୁଷୋତ୍ତମପୁର ସହର ରେ ଦୀର୍ଘ ଏକ ମାସ ଧରି ଚାଲିଥିବା ପଞ୍ଚ ଠାକୁରାଣୀ ଯାତ୍ରା,

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):- ଗଞ୍ଜାମ ଜିଲା ପୁରୁଷୋତ୍ତମପୁରସହର ରେ ଏକ ମାସ ଧରି ଚାଲିଥିବା ଦ୍ୱି ବାର୍ଷିକ ପ୍ରସିଦ୍ଧ ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଶେଷ ହୋଇଯାଇଛି | ଭକ୍ତ ମାନେ ମା’ ପଞ୍ଚ ଠାକୁରାଣୀ ତଥା କନକା, କାଳୁଆ, ତାରାତାରିଣୀ,କାଳୀ ଓ ଫୁଲ ସୁନ୍ଦରୀଙ୍କୁ ବଡ଼ବଜାର…

ପଣସ ବୋଝେଇ ପିକଅପ୍ ଭ୍ୟାନ୍ ଧକ୍କାରେ ବାପା ପୁଅଙ୍କ ମୃତ : ପ୍ରତିବାଦରେ ମେଡିକାଲ ଆଗରେ ସମ୍ପର୍କୀୟଙ୍କ ରାସ୍ତା ଅବରୋଧ:…

ବାଲିଗୁଡା,୦୯/୦୬:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅର୍ନ୍ତଗତ ରୁତୁଙ୍ଗିଆ ପଞ୍ଚାୟତର ସିରିସପାଙ୍ଗା ଗ୍ରାମର ବାପା ହେମ କହଁର ଓ ପୁଅ ନିଳମଣି କହଁର ଖମନ ଖୋଲ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ । ରବିବାର ଉଭୟ ବାପା ପୁଅ ନିଜ ମଟର ସାଇକେଲରେ ଘରକୁ ଫେରିବା…

ମଟର ଚାଳିତ ଟ୍ରଲି ରିକ୍ସା ଧକ୍କାରେ ୨ ବାଇକ୍ ଆରୋହୀ ଆହତ 

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ବ୍ଲକ୍ ଗୋଳାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବେତାରସିଂ ଗାଁ ଗୁଡ଼ିସାହି ରାସ୍ତାରେ ମଟର ଚାଳିତ ଏକ ଟ୍ରଲି ରିକ୍ସା ଧକ୍କାରେ ୨ ଜଣ ବାଇକ୍ ଆରୋହୀ ଆହତ ହୋଇ ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାଯାଇଛି।ଆହତ ଦୁଇ ବାଇକ୍ ଆରୋହୀ ହେଲେ ପାଙ୍ଗିଡି…

ଗଞ୍ଜାମରେ ଚୋରା ମଦ ବିକ୍ରି ବୃଦ୍ଧି 

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ); ଗଞ୍ଜାମ ଜିଲ୍ଲା ରେ ଦିନକୁ ଦିନ ଚୋରା ମଦ ବିକ୍ରୀ ବୃଦ୍ଧି ପାଉଥିବାବେଳେ, ସରକାରୀ ମଦ ଦୋକାନରେ ମଧ୍ୟ୍ୟ ବିକ୍ରୀ ହେଉଛି ନକଲି ମଦ,ଅସଲି ବୋତଲ ଭିତରେ ବିକ୍ରୀ ହେଉଛି ନକଲି ମଦ, ଗୋଟିଏ କମ୍ପାନୀ ର ବୋତଲ ଉପରେ ଲାଗିଛି ଅନ୍ୟ କମ୍ପାନୀର ଠିପି । ଏହିଭଳି…

ଅସହ୍ୟ ହେଲାଣି ବୁଗୁଡ଼ା ଏନ୍ଏସିର ଦୁର୍ଗନ୍ଧ,ପ୍ରତିକାର ଦାବି

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ସଂପ୍ରତି ବୁଗୁଡ଼ା ଏନ୍ଏସି ଦୁର୍ଗନ୍ଧକୁ ନେଇ ସର୍ବସାଧାରଣରେ ସମାଲୋଚନାର ହକଦାର ପାଲଟିଛି।ଏନ୍ଏସି ମଧ୍ୟରେ ମୁକ୍ତାକାଶ ପରିସ୍ରା ସ୍ଥଳ ଯୋଗୁଁ ପଞ୍ଚାଗଳି,ବସଷ୍ଟାଣ୍ଡ ପଛପଟ,ମେଡ଼ିକାଲର ଆଗପଟ,ପଶୁ ଚିକିତ୍ସାଳୟ ପରିସର ଆଦି ଭଳି ଆହୁରି ଅନେକ ଦୁର୍ଗନ୍ଧ…
error: Content is protected !!