ବିଶେଷଜ୍ଞ ଯନ୍ତ୍ରୀମାନଙ୍କ ଦ୍ୱାରା ସେତୁ ର ସ୍ଥାୟିତ୍ୱ ସମୀକ୍ଷା
ନୟାଗଡ(ପ୍ରଭାକର ଶିରୋମଣି):-
ଖଣ୍ଡପଡା ନିର୍ବାଚନ ମଣ୍ଡଳୀ ରେ ଥିବା ପୁରାତନ ସେତୁ ଗୁଡିକର ସ୍ଥିତା ବସ୍ଥା ସମ୍ପର୍କ ରେ ଅନୁଧ୍ୟାନ କରିବା ପାଇଁ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଙ୍କ ଉପସ୍ଥିତି ରେ ବୁଧବାର ପୁରାତନ ସେତୁ ଗୁଡିକର ସମୀକ୍ଷା କରାଯାଇଥିଲା l ଏହି ଅବସରରେ ନୂଆ!-->!-->!-->…