ବର୍ଷେଭିତରେ୨୦୬ଶିଳ୍ପକୁଅନୁମୋଦନ

ଖୋର୍ଦ୍ଧା (ସଞ୍ଜୀବ କୁମାର)
ବର୍ଷେ ଭିତରେ ୨୦୬ ଶିଳ୍ପକୁ ଅନୁମୋଦନ
୫ ବର୍ଷ ଭିତରେ ଯାହା ହୋଇ ନ ଥିଲା, ବର୍ଷକରେ ହୋଇଛି
ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
‘ଉତ୍କର୍ଷ ଓଡ଼ିଶାରେ ୧୩ ଲକ୍ଷ କୋଟି ଟଙ୍କାର MOU ହୋଇଥିଲା
‘MOU ପରେ ଗ୍ରାଉଣ୍ଡ ବ୍ରେକିଂରେ ବିଜେପି ସରକାର ସଫଳ ହୋଇଛି
‘ଖୋର୍ଦ୍ଧାରେ ୬ ହଜାର କୋଟିର ଗ୍ରାଉଣ୍ଡ ବ୍ରେକିଂ, ୩୦ ହଜାର ନିଯୁକ୍ତି ମିଳିବ’
କଳିଙ୍ଗ ନଗରରେ ୧୪ଟି କମ୍ପାନୀ ପାଇଁ ଶିଳାନ୍ୟାସ ହୋଇଛି’
‘ଗଞ୍ଜାମ ଛତ୍ରପୁର ଠାରେ ୧୨ଟି କମ୍ପାନୀ ସହ MOU’*
ଉତ୍କର୍ଷ ଓଡ଼ିଶାର ୪ ମାସରେ ୪ଟି ସ୍ଥାନରେ ୫୬ ଶିଳ୍ପର ଗ୍ରାଉଣ୍ଡ ବ୍ରେକିଂ’
‘୧.୭୮ ଲକ୍ଷ କୋଟିର ପୁଞ୍ଜିନିବେଶ, ୧ ଲକ୍ଷ ୧୦ହଜାର ନିଯୁକ୍ତି ପାଇବେ’
୨୦୩୬ ସମୃଦ୍ଧ ଓଡ଼ିଶା ପାଇଁ ଭିତ୍ତି ସ୍ଥାପନ ହୋଇଛି’- ମୁଖ୍ୟମନ୍ତ୍ରୀ.
‘୫୦୦ ବିଲିୟନ ଡଲାରର ଅର୍ଥନୀତି ହେବ ଓଡ଼ିଶା’

You might also like
error: Content is protected !!