ବିଶ୍ୱର ଚତୁର୍ଥ ଅର୍ଥନୀତି ! ବିକାଶର ଆଉ ଏକ ନଗ୍ନଚିତ୍ର

 ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ରାଉରକେଲା ପୁଲିସ ଜିଲ୍ଲାରେ ଗୃହରକ୍ଷୀ ନିଯୁକ୍ତି ପରୀକ୍ଷା ରେ ୧୦୭ ପଦବି ପାଇଁ ୯,୦୬୧ ପ୍ରାର୍ଥୀ।
     ସବୁଦିନ କାମ ମିଳିବା ର ଅନିଶ୍ଚିତତା , ସାମାଜିକ ନିରାପତ୍ତା ନଥିବା ଗୃହରକ୍ଷୀ ଚାକିରି ପାଇଁ ଯୋଗ୍ଯତା ପଞ୍ଚମ ଶ୍ରେଣୀ ହୋଇଥିବା ବେଳେ ତାଲିକାରେ ବି.ଟେକ୍‌, ଗ୍ରାଜୁଏଟ୍ ଓ ପୋଷ୍ଟଗ୍ରାଜୁଏଟ୍ ଯୁବ ଆବେଦନକାରୀ 

ଏହା ଡବଲ୍ ଇଞ୍ଜିନ୍ ସରକାର ର ଡବଲ୍ ବିକାଶର କରୁଣ ଚିତ୍ରକୁ ପ୍ରଦର୍ଶିତ କରୁନାହିଁକି

You might also like
error: Content is protected !!