କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାର ଙ୍କ ୧ବର୍ଷ ପୂର୍ତ୍ତି ଅବସରରେ କର୍ମଶାଳା

ଆର,ଉଦୟଗିରି(ମନୋଜ ପାଢୀ) ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଅଡବା ମଣ୍ଡଳର ୮ ନମ୍ବର ଜୋନରେ କେନ୍ଦ୍ର ସରକାର ତଥା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର 11ବର୍ଷ ପୂର୍ତ୍ତି ଅବସରରେ 15 ଗୋଟେ ପଂଚାୟତ କୁ ନେଇ କେନ୍ଦ୍ର ସରକାର ଓ ଓଡିଶା ରାଜ୍ୟ…

କେ.ଟି.ଏସ ମହାବିଦ୍ୟାଳୟର ଅଧକ୍ଷ ଓ ଅଧ୍ୟ୍ୟପକ ପଦଳୀ ନିମନ୍ତେ ବିଧ୍ୟାର୍ଥୀ ଧାରଣା :ଦାବି ପୂରଣ ପରେ ଆନ୍ଦୋଳନ ରୁ ହଟିଲେ…

କୁକୁଡାଖଣ୍ଡି,(ଇ.ରଞ୍ଜନ):- କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଆଙ୍କୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦିକ ମହାବିଦ୍ୟାଳୟରେ ବିଧ୍ୟାର୍ଥୀ ଓ ଅଧକ୍ଷ ଅଧ୍ୟାପିକା ଙ୍କ ଅନିୟମିତତା କୁ ନେଇ ଛାତ୍ରଛାତ୍ରୀ ମନମାଳିନୀ ଯୋଗୁଁ ମହାବିଦ୍ୟାଳୟର କତୃପକ୍ଷଙ୍କ ବଦଳୀ ନିମନ୍ତେ…

ଦୁଷ୍କର୍ମ,୧୦ ଗିରଫ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ) ଗୋପାଳପୁର ଠାରେ ଏକ ଅଘଟଣା ଘଟିଯାଇଛି l ଜନୈକା ୨୦ ବର୍ଷର ଯୁବତୀଙ୍କ ସହ ଗଣଦୁଷ୍କର୍ମ ଘଟଣା ଘଟିଛି l ଗୋପାଳପୁର ପୋଲିସ ୧୦ଜଣକୁ ଗିରଫ କରିଛି l ମୁଖ୍ୟ ଅଭିଯୁକ୍ତ ପୁରୁଷତ୍ତମପୁର ଥାନା ଅଞ୍ଚଳର ପ୍ରମୋଦ ନାୟକ(୨୩)ପାଟପୁର ଗ୍ରାମର କୁନାଲ ପ୍ରଧାନ(୨୪)ଓ…

ବୟସ୍କ ନିର୍ଯ୍ୟାତନା ଦିବସ ପାଳିତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ) ଗଞ୍ଜାମ ଜିଲ୍ଲା ଓ ଦୌରା ଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶ କ୍ରମେ ବୟସ୍କ ନିର୍ଯ୍ୟାତନା ଦିବସ ପାଳିତ ହୋଇଯାଇଛି l ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ବ୍ରହ୍ମପୁର ନିକଟ ରଙ୍ଗେଈଲୁଣ୍ଡା ବ୍ଲକ…

ଦୁଷ୍କର୍ମ,ବିଜେଡ଼ିର ନିନ୍ଦା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଗୋପାଳପୁରରେ ହୋଇଥିବା ଗଣ ଦୁଷ୍କର୍ମ ଘଟଣା ଘଟିଛି l ଏହାକୁ ନେଇ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଏକ ପ୍ରତନିଧି ମଣ୍ଡଳୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଛନ୍ତି l ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l  ୫ ଦଫା…

ମାନେସରସ୍ଥିତ ମାରୁତି ସୁଜୁକୀ ଇଣ୍ଡିଆ ଲିଃ ଠାରେ ଦେଶର ବୃହତ୍ତମ ଅଟୋମୋବାଇଲ ଗତିଶକ୍ତି ମଲଟି-ମୋଡାଲ କାର୍ଗୋ ଟର୍ମିନାଲ…

ଭୁବନେଶ୍ୱର,ପି.ଆଇ.ବି କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ହରିୟାଣାର ମାନେସରଠାରେ ଥିବା ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡଠାରେ ଦେଶରେ ବୃହତ୍ତମ ଅଟୋମୋବାଇଲ ଗତି ଶକ୍ତି ମଲଟି-ମୋଡାଲ କାର୍ଗୋ ଟର୍ମିନାଲର…

ନୂଆଦିଲ୍ଲୀରେ ଉଦଯାପିତ ହେଲା ରିଲିଫ୍‌ କମିଶନର ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀଗୁଡ଼ିକର ବାର୍ଷିକ ସମ୍ମିଳନୀ

ଭୁବନେଶ୍ୱର,ପି.ଆଇ.ବି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ଦ୍ୱାରା ଆୟୋଜିତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶର ରିଲିଫ କମିଶନର ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସଡିଆରଏଫ)ଗୁଡ଼ିକର ଦୁଇଦିନିଆ ବାର୍ଷିକ ସମ୍ମିଳନୀ ଆଜି ନୂଆଦିଲ୍ଲୀରେ ଉଦଯାପିତ ହୋଇଛି।…

ଯୋଗର କାଳଜୟୀ ଯାତ୍ରା

ଭୁବନେଶ୍ୱର,ପି.ଆଇ.ବି  17.06.2025 : ଭାରତ ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ଯାଉଛି। ୨୦୨୫ର ବିଷୟବସ୍ତୁ "ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ " ଏକତା ଏବଂ କଲ୍ୟାଣର ବାର୍ତ୍ତା ପ୍ରଦାନ କରେ। ଲଦାଖରୁ କେରଳ ପର୍ଯ୍ୟନ୍ତ, ଲୋକମାନେ ଯୋଗର ଭାବନାରେ ଏକାଠି ହେଉଛନ୍ତି। …

ଜିଲ୍ଲାସ୍ତରୀୟ ବିକାଶ ମେଳା ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମ

ଆର,ଉଦୟଗିରି(ମନୋଜ ପାଢୀ):- ଆଜି ଜିଲ୍ଲାସ୍ତରୀୟ ବିକାଶ ମେଳା, ପରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳାର ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାରକ ଅଲ୍ଲୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାୟାଧର ସାହୁ, ଜିଲ୍ଲା ଶ୍ରମ…

ଯୁବ ସମାଜ ନିଶା କବଳରେ କବଳିତ

ଆର,ଉଦୟଗିରି(ମନୋଜ ପାଢୀ):- ନିଶା ର ବ୍ୟବହାର ବହୁ ପୁରାତନ। ହେଲେ ତାହା ଔଷଧୀୟ ଭାବେ ସେବନ କରାଯାଉଥିଲା। ମାତ୍ର ବର୍ତମାନ ନିଶା ଖାଇ ଯୁବ ସମାଜ ଅବାଟରେ। ନିଶା କୁ ସେ ଖାଉନାହାନ୍ତି ନିଶା ତାଙ୍କୁ ଖାଇସାରିଲାଣି ବୋଲି ଏଭଳି ମତ ସାଧାରଣ ରେ ମଧ୍ୟ ଚର୍ଚ୍ଚା ହେଉଛି। ବର୍ତମାନ ସବୁ…
error: Content is protected !!