୩ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ରାଜ୍ୟରେ ୩ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା୧୭ରୁ ୨୦ ତାରିଖ ଯାଏଁ ଅତିପ୍ରବଳ ବର୍ଷାଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବ ସୃଷ୍ଟ ଲଘୁଚାପପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷିବଏନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ…

ଆପଣ କଣ “ପଟ୍ଟି ଦିଅ” ବିଷୟରେ ଜାଣନ୍ତି କି 

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପଟ୍ଟି ଦିଅ’ ହେଉଛି ପଟ୍ଟଚିତ୍ର ଚିତ୍ରକୁ ଯାହା ପବିତ୍ର ତ୍ରିମୂର୍ତ୍ତିଙ୍କ ସ୍ଥାନରେ ପ୍ରତିସ୍ଥାପିତ ହୁଏ, ଯେତେବେଳେ ସେଗୁଡ଼ିକୁ ‘ଅଣସର ଘର’ (ଗୋପନୀୟ ସ୍ଥାନ)ରେ ରଖାଯାଏ, ଯେଉଁଠାରେ ଦେବସ୍ନାନ ପୂର୍ଣ୍ଣିମା ପରେ ସେମାନଙ୍କ ଅସୁସ୍ଥତା ସମୟରେ ଦେବତାମାନେ…

ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ଆମ୍ବୁଲାନ୍ସ ସେବା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୁବ୍‌ଶୀଘ୍ର ଅନ୍‌ଲାଇନ୍‌ରେ ମିଳିବ ଆମ୍ବୁଲାନ୍ସ ସେବାଅନ୍‌ଲାଇନ୍‌ରେ ଆମ୍ବୁଲାନ୍ସ ବୁକିଂ କରିବେ ସାଧାରଣ ଲୋକପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନାଓଡ଼ିଶା ଯାତ୍ରୀ ଆପ୍‌ରେ କରିହେବ ଆମ୍ବୁଲାନ୍ସ ବୁକିଂସରକାରୀ ଓ ଘରୋଇ ଆମ୍ବୁଲାନ୍ସର ବୁକିଂ…

୩ ପଞ୍ଚାୟତ ରେ ବିକାଶ ବାହନ ର ରଥ ଶୁଭାରମ୍ଭ

କୁକୁଡାଖଣ୍ଡି,(ଇ.ରଞ୍ଜନ):- କୁକୁଡାଖଣ୍ଡି: ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ କୁକୁଡାଖଣ୍ଡି ବ୍ଲକ ଅଧିନସ୍ଥ ଲୋଚାପଡ଼ା ପଞ୍ଚାୟତ ସମେତ ବୋରିଗାଁ, ନିମଖଣ୍ଡି ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଜି ବିକାଶ ବାହନ ରଥ ଶୁଭାରମ୍ଭ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଟି କୁ ଲୋଚପଡ଼ା…

ଜିଲ୍ଲାସ୍ତରୀୟ ବିକାଶ ମେଳା ତୃତୀୟ ସନ୍ଧ୍ୟାରରକାର୍ଯ୍ୟକ୍ରମ

ଆର,ଉଦୟଗିରି,(ମନୋଜ ପାଢୀ) ଆଜି ଜିଲ୍ଲାସ୍ତରୀୟ ବିକାଶ ମେଳା, ପରମ୍ପାରିକ ଖାଦ୍ୟ ମେଳା ଓ ଆମ୍ବ ମେଳାର ତୃତୀୟ ସନ୍ଧ୍ୟା କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଦଳେଇ, ଉଦ୍ୟାନ ବିଭାଗ ପକ୍ଷରୁ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ ଓ…

ବିଜେପି ପକ୍ଷରୁ ମଣ୍ଡଳ ସ୍ଥରୀୟ କର୍ମୀ ସମ୍ମିଳନୀ 

ପୁରୁଷୋତ୍ତମ‌ପୁର,(ପ୍ରସନ୍ନ କୁମାର ଦାସ):- ଜେପି ସରକାରକେନ୍ଦ୍ରର ୧୧ବର୍ଷ ଓ ରାଜ୍ୟର ସରକାର କୁ ପୁରିଲା ଏକ ବର୍ଷ l ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲବ୍ଧି କୁ ଲୋକ ଙ୍କ ନିକଟରେ ପହଞ୍ଚାଇବା ପାଇଁ ଦଳ ପକ୍ଷରୁ ମଣ୍ଡଳ ସ୍ତରୀୟ କର୍ମୀ ସମ୍ମିଳନି ଆୟୋଜନ କରାଯାଇ ଦଳୀୟ ସଂଗଠନକୁ ମଜବୁତ…

ମୋଟାବାଡି ଠାରୁ ଖମାରପଲ୍ଲି ରାସ୍ତା ଅତି ଶୋଚନୀୟ, ପ୍ରତିକାର ଦାବୀ 

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ): ଗମନାଗମନର  ସୁବିଧା ପାଇଁ ଗ୍ରାମାଞ୍ଚଳରେ ରାସ୍ତା ସହ ସେତୁ ନିର୍ମାଣ କରାଯାଇଥାଏ ହେଲେ "ସରକାର୍ କା ମାଲ୍ ଦରିଆ ମେ଼ ଡାଲ୍" ନୀତି ରେ କେଉଁଠି ପ୍ରଶାସନ ତ' ଆଉ କେଉଁଠି ଠିକା ସଂସ୍ଥା ର ମନ ମୁଖି ନୀତି ପାଇଁ ରାସ୍ତା କାମ ନ ସାରି ଅଧାପନ୍ତରିଆ ହୋଇ…

ଡ଼ ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ଭଗାମୁଣ୍ଡା ବାସଭବନରେ ଏକକାଳୀନ ୮ଟି ବ୍ରହ୍ମ କମଳ

ବାଲିଗୁଡା,୧୭/୦୬:(ସୁକାନ୍ତ କୁମାର ତ୍ରିପାଠୀ]ବାଲିଗୁଡ଼ା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡ଼ ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ଭଗାମୁଣ୍ଡା ବାସଭବନରେ ଏକକାଳୀନ ୮ଟି ବ୍ରହ୍ମ କମଳ ଫୁଲ ଆଜି ସନ୍ଧ୍ୟାରେ ଫୁଟିଛି। ପତ୍ନୀ ହିମାଦ୍ରିତନୟା ଷଡ଼ଙ୍ଗୀଙ୍କ ଯତ୍ନରେ ଏକକାଳୀନ ଏତେ…

ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ରିଲିଫ କମିଶନର ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀର ବାର୍ଷିକ ସମ୍ମିଳନୀକୁ ମୁଖ୍ୟ…

ଭୁବନେଶ୍ୱର,(ପିଆଇବି):- କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ରିଲିଫ କମିଶନର ଏବଂ ବିପର୍ଯ୍ୟୟ ପ୍ରଶମନ ବାହିନୀର ବାର୍ଷିକ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଗୃହ …
error: Content is protected !!