ଦୁଷ୍କର୍ମ,ବିଜେଡ଼ିର ନିନ୍ଦା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-

ଗୋପାଳପୁରରେ ହୋଇଥିବା ଗଣ ଦୁଷ୍କର୍ମ ଘଟଣା ଘଟିଛି l ଏହାକୁ ନେଇ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଏକ ପ୍ରତନିଧି ମଣ୍ଡଳୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟିଛନ୍ତି l ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l 

୫ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ ହୋଇଛି l ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଆର ସି ସି ପଟ୍ଟନାୟକ,ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଲତିକା ପ୍ରଧାନ, ମେୟର ସଂଘ୍ ମିତ୍ରା ଦଳାଇ, ସୁବାଷ ମହlରଣା,ଙ୍କ ସମେତ ବହୁ କର୍ମା କର୍ତ୍ତା ଉପସ୍ଥିତ ରହି ଆଲୋଚନା କରିଛନ୍ତି

You might also like
error: Content is protected !!