ଚୋରୀ ଅଭିଯୋଗରେ ଜଣେ ଗିରଫ ସହ ଚୋରୀ ସାମଗ୍ରୀ ଉଦ୍ଧାର
ଆର,ଉଦୟଗିରି,(ମନୋଜ ପାଢୀ)
ଗଜପତି ଜିଲ୍ଲା ଆର,ଉଦୟଗିରି ଥାନାର ରୁବୁଡିସିଙ୍ଗି ଗ୍ରାମରୁ ପୁଲିସ ଚୋରୀ ସମଗ୍ରୀ ଜବତ ସହ ଅଭିଯୁକ୍ତ ଏବେଲା ଭୂୟାଁକୁ ଗିରଫ କରିଛି । ସୂଚନା ପ୍ରକାରେ ଅଭିଯୁକ୍ତ ଏବେଲ ଗତ କିଛିଦିନ ହେଲା ଆର,ଉଦୟଗିରି ଗ୍ରାମରେ ନିୟମିତ ଭାବେ ଚୋରୀ ହେଇଆସୁଥିଲା । ଏବେଲ!-->!-->!-->…