ବିଭିନ୍ନ ସ୍ଥାନରେ ରଥଯାତ୍ରା 

ବ୍ରହ୍ମପୁର.(ରାଜେନ୍ଦ୍ର ସାହୁ) ସହରର ବିଭିନ୍ନ ସ୍ଥାନରେ ରଥ ଗଡ଼ିଛି l ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି l ଭକ୍ତ୍ତଙ୍କ ଗହଳ ଚହଳ ମଧ୍ୟରେ ,୩ ଠାକୁରଙ୍କ ରଥ ଗଡିଛି l ଗୋଷlଣିଗ୍ରାମ ରେ ତିନି ଠାକୁରଙ୍କ ରଥକୁ ଭକ୍ତ ଟାଣିଛନ୍ତି l ସେଇଭଳି…

ଛତ୍ରପୁର ଠାରୁ ବାଘଳା ପର୍ଯ୍ୟନ୍ତ ଆରଡ଼ି ରାସ୍ତା ର ଅବସ୍ଥା ଖରାପତୁରନ୍ତ ଧ୍ୟାନ ନଦେଲେ ଆନ୍ଦୋଳନ ଧମକ

ଛତ୍ରପୁର,(ପ୍ରସନ୍ନ କୁମାର ଦାଶ) ,ଗଞ୍ଜାମ ଜିଲ୍ଲା ସଦର ମହାକୁମା ଛତ୍ରପୁର ଠାରୁ ବାଘଳା ଆରଡ଼ି ମୁଖ୍ୟ ରାସ୍ତା ର ଅବସ୍ଥା ଅତ୍ୟନ୍ତଶୋଚନୀୟ ହୋଇ ପଡିଥିବା ରୁଗାଈଗୋରୁ, ଜନତା ଓ ଗାଡି ମୋଟର ର ସମସ୍ତ ଙ୍କ ଯାତାୟାତ ରେ ସମ୍ପୂର୍ଣ୍ଣ ଅସୁବିଧା ହେଉଛି | ବର୍ତ୍ତମାନ ବର୍ଷା ଦିନ ଆସି…

ଇଞ୍ଜିନିୟରିଂ ଛାତ୍ରୀ ମନିଷା ଙ୍କ ଦ୍ଵାରା ୧୬ ପ୍ରକାର ଜଗନ୍ନାଥ ଙ୍କ ବେଶ

ବ୍ରହ୍ମପୁର,(ବିଚିତ୍ର ସାହୁ);- ପବିତ୍ର ରଥ ଯାତ୍ରା କୁ ଦୃଷ୍ଟିରେ ରଖି ଆମ୍ବପୂଆ ମାରୁତି ନଗର୍ ନିବାସୀ ନୀଳମାଧବ ପଣ୍ଡା ଓ ନକ୍ଷତ୍ର ମାଳା ପଣ୍ଡା ଙ୍କ କନ୍ୟା ତଥା ପାରଳା ମହାରାଜ ଇଞ୍ଜିନିୟରିଂ କଲେଜ ର ଶେଷ ବର୍ଷ ଇଞ୍ଜିନିୟରିଂ ଛାତ୍ରୀ ମନିଷା ପଣ୍ଡା ପୁଣି ଥରେ ପ୍ରଭୁ ଜଗନ୍ନାଥ ଙ୍କ…

ଆଇଜିଙ୍କୁ ଭେଟିଲା ବିଜେଡ଼ି 

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଗୋପାଳପୁର ଓ ବ୍ରହ୍ମପୁରର ଦୁଷ୍କର୍ମ ଘଟଣାକୁ ନେଇ ବିଜେଡ଼ି କର୍ମକର୍ତ୍ତା ଆଇଜିଙ୍କୁ ଭେଟିଛନ୍ତି l ବ୍ରହ୍ମପୁର ସହରରେ ଘଟିଥିବା ଦୁଷ୍କର୍ମ ଘଟଣlକୁ ନେଇ ସିବିଆଇ ତଦନ୍ତ ଦାବି କରାଯାଇଛି l ଏଥି ସମେତ ଆଇନ ଶୃଙ୍ଖଳା ଦିଗରେ ଆଲୋଚନା ହୋଇଛି l ଏହି…

ଗାନ୍ଧୀ ନଗର ଛକରେ ବଢୁଛି ଦୁର୍ଘଟଣା ହମ୍ପସ୍ ନିର୍ମାଣ କରାଯାଉ କାହ୍ନୁ ଚରଣ ପତି ଙ୍କ ଦାବି

ବ୍ରହ୍ମପୁର,(ବିଚିତ୍ର ସାହୁ):- ସହରର ଜନଗହଳି ପୂର୍ଣ୍ଣ ସ୍ଥାନ ମଧ୍ୟରୁ ଗୋଟିଏ ହେଉଛି ଗାନ୍ଧୀ ନଗର ଛକ। ପ୍ରତିଦିନ ହଜାର ହଜାର ଯାତ୍ରୀ ଓ ଗାଡି ଚାଳକ ଏହି ରାସ୍ତା ଉପରେ ନିର୍ଭର। କିନ୍ତୁ ଏହି ପ୍ରମୁଖ ଛକ ଏବେ ମରଣଯନ୍ତା ପାଲଟିଛି। ପ୍ରତ୍ୟେକ ଦିନ ଏଠି ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି।…

ରେଳ କର୍ମଚାରୀମାନଙ୍କୁ ବହୁବିଧ ଲାଭ ପ୍ରଦାନ କରିବା ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଏବଂ ଆକ୍ସିସ୍ ବ୍ୟାଙ୍କ ମଧ୍ୟରେ…

    ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଏକ୍ସିସ୍ ବ୍ୟାଙ୍କରେ ଆକାଉଣ୍ଟ ଥିବା ରେଳ କର୍ମଚାରୀମାନଙ୍କୁ, ରେଳ ସେବା ପ୍ୟାକେଜ୍ (RSP) ଅଧୀନରେ ବହୁବିଧ ସୁବିଧା ପ୍ରଦାନ କରିବା ପାଇଁ, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଆକ୍ସିସ୍ ବ୍ୟାଙ୍କ ସହିତ ଏକ ବୁଝାମଣାପତ୍ର (MOU) ସ୍ୱାକ୍ଷର କରିଛି। ରେଳ ସେବା…

ଶ୍ରୀ ସୂର୍ଯ୍ୟକାନ୍ତ ସ୍ୱେନ୍, ଆକାଉଣ୍ଟାଣ୍ଟ, କାର୍ଯ୍ୟାଳୟ ବିଇଓ, କୁଜଙ୍ଗ, ଜିଲ୍ଲା-ଜଗତସିଂହପୁରଙ୍କୁ ଘର ନିର୍ମାଣ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଆଜି ଅର୍ଥାତ୍ ୨୬.୦୫.୨୦୨୫ ଦିନ, କିଛି ସମୟ ପୂର୍ବରୁ, ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗର ବ୍ଲକ ଶିକ୍ଷା କାର୍ଯ୍ୟାଳୟର ହିସାବ ରକ୍ଷକ ଶ୍ରୀ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ତାଙ୍କ କାର୍ଯ୍ୟାଳୟ ରୁମରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ କରାଯାଇଛି**ଯେତେବେଳେ…

ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜଟଣୀ: ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ଘଟଣା ଓ ରାଜ୍ୟବ୍ୟାପୀ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବିଜେପି ସରକାରଙ୍କ ବିରୁଦ୍ଧରେ ଜଟଣୀ ବିଜୁ ଯୁବଛାତ୍ର ଜନତା ଦଳ ପକ୍ଷରୁ ଜଟଣୀ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜଟଣୀ…

ଅନୁଦାନ ପ୍ରାପ୍ତ ବିଦ୍ୟାଳୟର ରାଜ୍ୟ ପୁରସ୍କୃତ ଶିକ୍ଷକ ଶୂନ୍ୟ ହସ୍ତରେ ଅବସର ନେଲେ ।

ଆର,ଉଦୟଗିରି(ମନୋଜ ପାଢୀ):- ଗୁରୁବାର ଦିନ ରା ଉଦୟଗିରି ବ୍ଲକର ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟର ରାଜ୍ୟ ପୁରସ୍କୃତ ହିନ୍ଦୀ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଅବସର ଗ୍ରହଣ କରିଛନ୍ତି | ଏହି ବିଦ୍ୟାଳୟଟି 1993 ମସିହାରେ ସ୍ଥାନୀୟ ଜନସାଧାରଣଙ୍କ ଉଦ୍ୟମରେ ସ୍ଥାପିତ…

ସମ୍ବିଧାନ ହତ୍ୟା ଦିବସ ପାଳିତ 

କଣ୍ଟିଲୋ,(ପ୍ରଭାକର ଶିରୋମଣି);-  ଓଡ଼ିଶା ସରକାର ଙ୍କ ନିର୍ଦ୍ଦେଶକ୍ରମେ ବୁଧବାର କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟରେ ଆନୁଷ୍ଠାନିକ ଭାବେ " ସମ୍ବିଧାନ ହତ୍ୟା ଦିବସ " ପାଳିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ତଥା ଅଧକ୍ଷା ଡ଼ ନନ୍ଦିତା ବାରିକଙ୍କ ଅଧ୍ୟକ୍ଷତାରେ ଅଧ୍ୟାପକ ହୃଷିକେଶ ମିଶ୍ର…
error: Content is protected !!