ଅର୍ନ୍ତଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ 

ଆର,ଉଦୟଗିରି,ମନୋଜ ପାଢୀ;- ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ, ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ…

ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର 

ବ୍ରହ୍ମପୁର,(ବିଚିତ୍ର ସାହୁ);- ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ,ବ୍ରହ୍ମପୁର ଦ୍ୱାରା ବୁଧବାର ( ୨୫. ୬. ୨୫ ) ପୁରୁଣା ବ୍ରହ୍ମପୁର ଅନ୍ତର୍ଗତ ୱାର୍ଡ ନଂ ୧୧, ବାଉରୀ ସାହି କମ୍ୟୁନିଟି ହଲ ପରିସରରେ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା…

ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ

ବାଲିଗୁଡା,୨୬/୦୬:(ସୁକାନ୍ତ କୁମାର ତ୍ରିପାଠୀ]କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଗୁରୁବାର ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୫ ଦିନ ପରେ ଅଣସର ଘରୁ ବାହାରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଏହି…

ଗଞ୍ଜେଇ ଭର୍ତି ବ୍ୟlଗ ସହ ଦୁଇ ମହିଳା ଗିରଫ

ବାଲିଗୁଡା,୨୬/୦୬:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା କ ନୂଆଗାଁ ପୋଲିସ ପକ୍ଷରୁ ଗତକାଲି ରାଇକିଆ ଛକ ଠାରେ ଚଢ଼ାଉ କରି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ ରେ ଦୁଇ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି |ଅଭିଯୁକ୍ତ ମହିଳା ଦୁଇ ଜଣଙ୍କ ନାମ ହେଲା ରାଇକିଆ ଥାନା ଅଞ୍ଚଳର…

ରଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତକୁ ନେଇ ଗଜପତି ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବିକ୍ଷୋଭ  

ଆର,ଉଦୟଗିରି,(ମନୋଜ ପାଢୀ):- ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଶାସନ ଭାର ଏବେ ଅପାରଗ ବିଜେପି ସରକାର ହାତରେ। ଯାହାକୁ ନେଇ ଗଜପତି ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥି ପୁର୍ବରୁ ଶାନ୍ତ ଓ ବିକାଶ ଦିଗରେ ଆଗକୁ ବଢିଥିଲା ଓଡ଼ିଶା। ପୂର୍ବ ସରକାରଙ୍କ…

ଭାରତରେ ଜରୁରୀକାଳୀନ ପରିସ୍ଥିତି

ଭୁବନେଶ୍ୱର,(ପିଆଇବି):-  ନୂଆଦିଲ୍ଲୀ, ୨୫/୦୬/୨୦୨୫ : ୨୫ ଜୁନ୍ ୧୯୭୫ ରୁ ୨୧ ମାର୍ଚ୍ଚ ୧୯୭୭ ମଧ୍ୟରେ, ସମ୍ବିଧାନର ଧାରା ୩୫୨ ଅନୁଯାୟୀ ଭାରତରେ ଜରୁରୀ ପରିସ୍ଥିତି ଲାଗୁ କରାଯାଇଥିଲା। ଶାସକ କଳର ବୈଧତାକୁ ଦୋହଲାଇ ଦେଇଥିବା ରାଜନୈତିକ ଅସ୍ଥିରତା ଏବଂ ନ୍ୟାୟିକ ବିକାଶର ପୃଷ୍ଠଭୂମିରେ…

ବିଜେଡ଼ିର ପ୍ରତିବାଦ

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):- ରାଜ୍ୟରେ ଦୁଷ୍କର୍ମ ବଢ଼ିଥିବା ବିଜେଡ଼ି ଦାବି କରିଛି l ଏହାର ପ୍ରତିବାଦ ରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିଜେଡ଼ି ଆନ୍ଦୋଳନ କରିଛି l ଆସନ୍ତା ଦିନରେ ଅଖ ଚକ ବନ୍ଦ ନେଇ ଡାକରା ଦିଆଯିବ ବୋଲି ବିଜେଡି ଚେତାବନୀ…

୫୩ତମ ଗଜପତି ଜିଲ୍ଲା ପରିଷଦର ବୈଠକ ଅନୁଷ୍ଠିତ 

ଆର,ଉଦୟଗିରି(ମନୋଜ ପାଢୀ):- ୫୩ତମ ଗଜପତି ଜିଲ୍ଲା ପରିଷଦ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଗାବାରା ତିରୁପତି ରାଓଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର…

ଟାଙ୍ଗିଲି ପଞ୍ଚାୟତରେ ବିକାଶ ରଥକୁ ସ୍ବାଗତ 

ଆର,ଉଦୟଗିରି,(ମନୋଜ ପାଢୀ):- ଗଜପତି ଜିଲ୍ଲା ନୁଆଗଡ ବ୍ଳକର ଟାଙ୍ଗିଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିକାଶ ରଥକୁ ସ୍ବାଗତ ସହିତ ଧରତି ଅବା ଜନଜାତୀୟ ଗ୍ରାମ ଉକର୍ଷ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ବିଡିଓ ଲୋକନାଥ ଶବରଙ୍କ ସମେତ ସମସ୍ତ ଲାଇନ…

ମଦ ପିଇ ଗାଡି ଚଳାଇବା ପଡିଲା ଯୁବକଙ୍କୁ ମହଙ୍ଗା l 

ଆର,ଉଦୟଗିରି,(ମନୋଜ ପାଢୀ):- ମଦ ପିଇ ଗାଡି ଚଳାଇବା ପଡିଲା ଯୁବକଙ୍କୁ ମହଙ୍ଗା l ଅଡବା ଗାଁର ପୂର୍ଣଚନ୍ଦ୍ର ଦଳାଇ ନାମକ ଏକ ଯୁବକ ନିଜ ଶ୍ୱଶୁର ଘର ରାମଗିରି ଠାରୁ ନିଜ ସ୍ତ୍ରୀ ଓ ଦୁଇ ଛୁଆକୁ ନେଇ OD07R3039 ନମ୍ବରର ଏକ ମାରୁତି ଓମିନି ଗାଡିରେ ଅଡବା ଥାନା ଅନ୍ତର୍ଗତ ବିରିକୋଟ ଗାଁକୁ…
error: Content is protected !!