ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):-
ଗୋପାଳପୁର ଓ ବ୍ରହ୍ମପୁରର ଦୁଷ୍କର୍ମ ଘଟଣାକୁ ନେଇ ବିଜେଡ଼ି କର୍ମକର୍ତ୍ତା ଆଇଜିଙ୍କୁ ଭେଟିଛନ୍ତି l ବ୍ରହ୍ମପୁର ସହରରେ ଘଟିଥିବା ଦୁଷ୍କର୍ମ ଘଟଣlକୁ ନେଇ ସିବିଆଇ ତଦନ୍ତ ଦାବି କରାଯାଇଛି l ଏଥି ସମେତ ଆଇନ ଶୃଙ୍ଖଳା ଦିଗରେ ଆଲୋଚନା ହୋଇଛି l ଏହି ଅବସରରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ,ପୂର୍ବତନ ବିଧାୟକ ଆର ସି ସି ପଟ୍ଟନାୟକ,ମେୟର ସଂଘମୀତ୍ରା ଦଳାଇ,ସୁବାଷ ମହାରଣା,ମୁରଲୀ ମୋହନଙ୍କ ସମେତ ବହୁ ନେତା ଏଥିରେ ଭାଗ ନେଇଥିଲେ