ବିଭିନ୍ନ ସ୍ଥାନରେ ରଥଯାତ୍ରା 

ବ୍ରହ୍ମପୁର.(ରାଜେନ୍ଦ୍ର ସାହୁ)

ସହରର ବିଭିନ୍ନ ସ୍ଥାନରେ ରଥ ଗଡ଼ିଛି l ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି l ଭକ୍ତ୍ତଙ୍କ ଗହଳ ଚହଳ ମଧ୍ୟରେ ,୩ ଠାକୁରଙ୍କ ରଥ ଗଡିଛି l ଗୋଷlଣିଗ୍ରାମ ରେ ତିନି ଠାକୁରଙ୍କ ରଥକୁ ଭକ୍ତ ଟାଣିଛନ୍ତି l ସେଇଭଳି ବିଜିପୁର, କୋର୍ଟପେଟା ଛକ,ଗୋଇଲୁଣ୍ଡି,ବଡ଼ବଜାର, ଏଭଳି ବିଭିନ୍ନ ସ୍ଥାନରେ ରଥ ଟଣା ହୋଇଛି l କେତକ ସ୍ଥାନରେ ମହିଳା ମାନେ ରଥ ଟାଣିଛନ୍ତି l ଟ୍ରାଫିକ୍ କୁ ନଜରରେ ରଖାଯାଇଥିବା ବେଳେ ଅନ୍ୟ ରାସ୍ତାରେ ବସ ଯାତାୟତ କରିଥିଲା

You might also like
error: Content is protected !!