ଓଡ଼ିଶା ଡିଜିଟାଲ ମିଡିଆ ଏସୋସିଏସନ ଜିଲ୍ଲା ପଖ୍ଯରୁ ଷଷ୍ଠ ତମ କାର୍ୟ୍ଯକାରୀଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଓଡ଼ିଶା ଡିଜିଟାଲ ମିଡିଆ ଏସୋସିଏସନ ଜିଲ୍ଲା ପଖ୍ଯରୁ ଷଷ୍ଠ ତମ କାର୍ୟ୍ଯକାରୀଣୀ ବୈଠକ ବ୍ରହ୍ମପୁର କାର୍ୟ୍ଯଳୟରେ ଅନୁଷ୍ଠିତ। ଉକ୍ତ ସଭାରେ ରାଜ୍ଯ ସଭାପତି ତୁଷାର କୁମାର ପଟ୍ଟନାୟକ ଅଧ୍ଯକ୍ଷତା କରିଥିଲେ। ସଙ୍ଘ କ୍ରିୟାଶୀଳ କରିବା ପାଇଁ ଉପସ୍ଥିତ…

ଏମକେସିଜିକୁ ଏମ୍ସ ପ୍ଲସ୍ ଘୋଷଣା ପରେ ତତ୍ପରତା ; ସ୍ବାସ୍ଥ୍ୟସେବାରେ ଆସିବ ଉନ୍ନତି

ବ୍ରହ୍ମପୁର,(ବିଚିତ୍ର ସାହୁ):- ଏମ୍‌କେସିଜିକୁ ଏମ୍‌ସ ପ୍ଲସ୍ ଘୋଷଣା ପରେ ବଢ଼ିଲା ତତ୍ପରତା । ଜିଲ୍ଲାପାଳଙ୍କ ସମେତ ଏମ୍‌କେସିଜି ପରିଦର୍ଶନ କରି ଟିକିନିଖି ତଦାରଖ କଲେ ଟିମ୍ । ଜିଲ୍ଲାପାଳ କହିଲେ, ସ୍ବାସ୍ଥ୍ୟସେବାରେ ସେପ୍ଟେମ୍ବରରୁ ଆସିବ ଉନ୍ନତି ।ବ୍ରହ୍ମପୁର ଏମ୍‌କେସିଜି…

ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟର ତ୍ରିରଙ୍ଗା ଯାତ୍ରା ଓ 79 ତମ ସ୍ବାଧୀନତା ଦିବସ ପାଳନ

ବ୍ରହ୍ମପୁର,(ବିଚିତ୍ର ସାହୁ):- ରୋଟାରୀକ୍ଲବ ଅଫ୍ ବ୍ରହ୍ମପୁର ଈଷ୍ଟ ଆନୁକୂଲ୍ଯରେ ଦେଶର 79ତମ ସ୍ବାଧୀନତା ଦିବସ ଉପଲକ୍ଷେ ଏକ ତ୍ରିରଙ୍ଗା ଯାତ୍ରାର ଆୟୋଜନ ହୋଇଯାଇଛି।50 ମିଟର ଦୈର୍ଘ୍ଯ ବିଶିଷ୍ଟ ଏକ ତ୍ରିରଙ୍ଗା ପତାକାକୁ ସଭ୍ଯମାନେ ଧରି ଧର୍ମ ନଗର-5ମ ଲାଇନସ୍ଥିତ କ୍ଲବ ଠାରୁ ଗିରିଜା…

ଉତ୍କଳ ନଗର ଡେ଼ଫେନ୍ସ କଲୋନୀରେ 79 ତ୍ତମ ସ୍ୱାଧୀନତା ଦିବସ ପାଳନ

ବ୍ରହ୍ମପୁର,(ବିଚିତ୍ରସାହୁ):- ଆଜି ଉତ୍କଳ ନଗର ଡେ଼ଫେନ୍ସ କଲୋନୀରେ 79 ତ୍ତମ ସ୍ୱାଧୀନତା ଦିବସ ବହୁତ ଉତ୍ସାହ ର ସହିତ ପାଳନ କରାଗଲା, କଲୋନୀ ପ୍ରେସିଡେଣ୍ଟ ଶ୍ରୀ ଶରତ ଚନ୍ଦ୍ର ରଥ ରାଷ୍ଟୀୟ ଧ୍ୱଜ ଉତ୍ତୋଳନ କରିଥିଲେ, ଏବଂ ଦେଶ ସ୍ୱାଧୀନତା ରେ ଜୀବନ ଉତ୍ସର୍ଗ କରିଥିବା ସ୍ୱାଧୀନତା…

ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ରାଜ୍ୟର ବିଭିନ୍ନ ଚିକିତ୍ସାଳୟର ଭିତ୍ତିଭୂମି ଗୁଡିକର ଉନ୍ନତିକରଣ କରାଯାଇ ସେଥିରେ ସମସ୍ତ ଆଧୁନିକ ଚିକିତ୍ସା ବ୍ୟବସ୍ଥା କରାଯାଉଛି । ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।**ଓଡ଼ିଶାରେ ଖୋଲିବ ଆଉ ୪ଟି…

ପର୍ଯ୍ୟଟକ ବିଭାଗ ସଚିବଙ୍କ ନୀଳମାଧଵ ଦର୍ଶନ ସହ ଦ୍ୱିତୀୟ ବିକାଶ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି.: ପର୍ଯ୍ୟଟକ ଙ୍କ ପାଇଁ…

           ନୟାଗଡ (ପ୍ରଭାକର ଶିରୋମଣି):- ନୟାଗଡ ଜିଲ୍ଲା ଅନ୍ତର୍ଗତ  କଣ୍ଟିଲୋ ନୀଳମାଧଵ ପୀଠ  ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରର ବିକାଶ ପ୍ରକଳ୍ପ ଇତିମଧ୍ୟରେ କାର୍ଯ୍ୟ ଶେଷ ପ୍ରାୟ ହୋଇଥିଲା ବେଳେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଙ୍କ ପ୍ରଚେଷ୍ଟାରେ ଅବଶିଷ୍ଟ…

ଜଟଣୀ ଧର୍ମପରାୟଣ ମହିଳା ରେଣୁ ବାଳା ମହାନ୍ତି ଙ୍କ ପରଲୋକ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜଟଣୀ ୧୫/୮ ସ୍ଥାନିୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରୀ ବାସିନ୍ଦା ବର୍ତମାନ ବାଲିଛକ ସାହିରେ ରହୁଥିବା ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ବି ଆର ମହାନ୍ତି ଙ୍କ ଧର୍ମପତ୍ନୀ ରେଣୁ ବାଳା ମହାନ୍ତି ଙ୍କ ୬୫ ବର୍ଷ ବୟସରେ…

ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ

ବାଲିଗୁଡା,୧୫/୦୮:(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ବିପୁଳ ଉତ୍ସାହ ଓ ଉଦ୍ଦୀପନା ର ସହ ପାଳନ ହୋଇଯାଇଛି l ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ରାମଧୁନ ପରିବେଷଣ…

ଶେରଗଡ ଥାନା ସୁନାନ୍ତର ଗ୍ରାମରେ ବୋମାମାଡ ସହିତ ଗୁଳିମାଡ ଘଟଣାରେ ଆଉ ଦୁଇ ଗିରଫ

ବ୍ରହ୍ମପୁର,(ବିଚିତ୍ରସାହୁ):- ଶେରଗଡ ଥାନା ସୁନାନ୍ତର ଗ୍ରାମରେ ବୋମାମାଡ ସହିତ ଗୁଳିମାଡ ଘଟଣାରେ ଆଉ ଦୁଇ ଗିରଫ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଆସିକା SDPO ସନ୍ତୋଷ କୁମାର ଜେନା। ଏହି ଘଟଣାର ପୁଲିସ ତଦନ୍ତ କରି ସଂପୃକ୍ତ ୦୮ ଜଣ ଅଭିଯୁକ୍ତଂକୁ ଗିରଫ କରିଛି।…
error: Content is protected !!