ଓଡ଼ିଶା ଡିଜିଟାଲ ମିଡିଆ ଏସୋସିଏସନ ଜିଲ୍ଲା ପଖ୍ଯରୁ ଷଷ୍ଠ ତମ କାର୍ୟ୍ଯକାରୀଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ଓଡ଼ିଶା ଡିଜିଟାଲ ମିଡିଆ ଏସୋସିଏସନ ଜିଲ୍ଲା ପଖ୍ଯରୁ ଷଷ୍ଠ ତମ କାର୍ୟ୍ଯକାରୀଣୀ ବୈଠକ ବ୍ରହ୍ମପୁର କାର୍ୟ୍ଯଳୟରେ ଅନୁଷ୍ଠିତ। ଉକ୍ତ ସଭାରେ ରାଜ୍ଯ ସଭାପତି ତୁଷାର କୁମାର ପଟ୍ଟନାୟକ ଅଧ୍ଯକ୍ଷତା କରିଥିଲେ। ସଙ୍ଘ କ୍ରିୟାଶୀଳ କରିବା ପାଇଁ ଉପସ୍ଥିତ ସଭ୍ଯମାନଙ୍କ ମଧ୍ଯରେ ଆଲୋଚନା ହୋଇଥିଲା। ସମସ୍ତ ସଭ୍ଯଙ୍କୁ ବୀମା ଭୁକ୍ତ କରିବା ଓ ନୁତନ କର୍ମକର୍ତ୍ତା ଚୟନ କରାଯାଇ ଥିଲା। ସମସ୍ତ ସଭ୍ଯ ମାନଙ୍କୁ ନେଇ ରାଜ୍ଯ ସ୍ତରୀୟ ବୈଠକ ଆୟୋଜନ ନିମନ୍ତେ ସମସ୍ତ ପ୍ରକାର ସହଯୋଗ ନିମନ୍ତେ ସମସ୍ତ ଙ୍କୁ ଅନୁରୋଧ। ଉକ୍ତ ବୈଠକରେ ଜିଲ୍ଲା ସଭାପତି କୁଷ୍ନଚନ୍ଦ୍ର ପାଳ, ସମ୍ପାଦକ ସଞୟ କୁମାର ଦାସ, କୈଳାଶ ଚନ୍ଦ୍ର ସ୍ବାଇଁ, ଦେବେନ୍ଦ୍ର ପଣ୍ଡିତ, ଆଦିତ୍ୟ ସାହୁ,, କେ ରମେଶ କୁମାର, ଦିପକ କୁମାର ସାହୁ, ସୁରଜିତ ରାଉଳ, ସୁନିଲ ସାମନ୍ତ ରାୟ, ଜଗନ୍ନାଥ ସାହୁ, ସୀତାକାନ୍ତ ପାତ୍ର, ନରସିଂହ ପାଢୀ, କାର୍ତ୍ତିକ କୁମାର ପାଣୀଗ୍ରାହୀ, ସୁରେଶ ବେହେରା, ଶଙ୍କର ସାହୁ, କୁଷ୍ଠ ସାହୁ, ସରୋଜ ମହାପାତ୍ର, ହିମାଶୁ କୁମାର ପାଡୀ, ସୁନୀଲ କୁମାର ବିଶ୍ବାସ, ସଦାଶିବ ପାଣିଗ୍ରାହୀ, ବାଳକୁଷ୍ନ ସାହୁ, କେ ଭଗବାନ ଦାସ, ଗୌରିଶଙ୍କର ଶତପଥି, ଉପଦେଷ୍ଟା ଭୁନନ୍ଦନ ବିଶାରଦ ଓ ହେମନ୍ତ କୁମାର ପାତ୍ର ସମେତ ବହୁ ସଭ୍ଯ ଉପସ୍ଥିତ ଥିଲେ।କାର୍ତ୍ତିକ କୁମାର ପାଣୀଗ୍ରାହୀ ଧନ୍ଯବାଦ ଦେଇ ବୈଠକ ସମାପନ କଲେ।

Smart Computer Ad
You might also like
error: Content is protected !!