ନଭେମ୍ବର ରୁ ପିଏମ୍‌ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ନଭେମ୍ବର ମାସରୁ ଆରମ୍ଭ ହେବ ପିଏମ୍‌ ଆବାସ ଗୃହ ବଣ୍ଟନ ପ୍ରକ୍ରିୟା-ଏନେଇ ସୂଚନା ଦେଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକ-ଭାଗ ହୋଇଥିବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବି ଘର ଦିଆଯିବ-ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଅନ୍ତଦ୍ୟୋୟ ଯୋଜନାରେ ଘର…

ଚିକିଟି ତହସିଲରେ ଦଲାଲ ରାଜ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ) ଚିକିଟି ତହସିଲ ଓ ଉପ-ନିବନ୍ଧ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ରୂପେ ଦଲାଲ ମାନଙ୍କ କବଜା ରେ ରହିଛି l ତହସିଲ କାର୍ଯ୍ୟାଳୟ ରେ ଜମିପଟ୍ଟା, ସିମା ନିର୍ଦ୍ଧାରଣ,ମାଜିଷ୍ଟ୍ରେଟ ଙ୍କ ଦ୍ୱାରା ହେଉଥିବା ସତ୍ୟପାଠ,ଜନ୍ମ ଓ ମୃତ୍ୟୁ ପ୍ରମାଣ ପତ୍ର,ରାଜସ୍ବ ମାମଲା ର…

ବାରଖମା ଠାରେ ୭ ବାର୍ଷିକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବାଲିଗୁଡା,୧୮/୮ (ସୁକାନ୍ତ କୁମାର ତ୍ରିପାଠୀ) ୭ମ ବାର୍ଷିକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୮ ତାରିଖ ଦୀନ ବାରଖମା ଠାରେ ଅନୁଷ୍ଠିତ ହୋଇଯାଇଛି ଏହି ଟୁର୍ଣ୍ଣାମେଣ୍କ ଟି ସୋମବାର ଅପରାହ୍ନ 3 ଘଣ୍ଟିକା ସମୟରେ ଅନୁଷ୍ଠିତ ହୋଇଥିଲା lଏହି କାଯ୍ୟକ୍ରମ ରେ ବାରଖମା BSF କ୍ୟାମ୍ପ କୋମାଣ୍ଡର ନିର୍ମଳ…

ତୁମୁଡିବନ୍ଧ ଠାରେ ବୁଲେରୋ ପିକଅପ ଗାଡି ରୁ ବିପୁଳ ପରିମାଣରେ ବିସ୍ପୋରକ ଜବତ

ବାଲିଗୁଡା,୧୮/୦୮:(ସୁକାନ୍ତ କୁମାର ତ୍ରିପାଠୀ):କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ରାମପୁର ଛକ ରୁ ବିସ୍ପୋରକ ଜବତ ଘଟଣା ର ଖୁଲସା କଲା ତୁମୁଡିବନ୍ଧ ପୋଲିସ, ବାଲିଗୁଡା ଏସ. ଡି. ପି, ଓ ରମେନ୍ଦ୍ର ପ୍ରସାଦ ପ୍ରେସମିଟ ଜରିଆରେ ଦେଲେ ସୂଚନା l ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଜଗନ୍ନାଥପୂର ଗାଁ…

ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଦାବୀ ଦିବସରେ ଧାରଣା କାର୍ଯ୍ଯକ୍ରମ

ବ୍ରହ୍ମପୁର,18/8 : ନିଖିଳ ଉତ୍କଳ ଶିକ୍ଷକ ମହାସଂଘର ଦାବି ଦିବସରେ ରାଜଧାନୀ ଭୁବନେଶ୍ଵର ଲୋୟର ପିଏମ୍ ଜି ଛକଠାରେ ଧାରଣା କାର୍ଯ୍ଯକ୍ରମ ଆୟୋଜିତ ହୋଇ ଯାଇଛି।ଦୀର୍ଘ ଦିନରୁ ଦାବି ହୋଇ ଆସୁଥିବା ସମସ୍ଯା ସମୂହର ସମାଧନ କରିବା ପାଇଁ ରାଜ୍ଯସରକାର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁଁ…

ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,(ପିଆଇବି):- କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଆଇଆଇଟି ଦିଲ୍ଲୀ ପରିଦର୍ଶନ କରିବା ସହ ସ୍ନାତକ, ସ୍ନାତକୋତ୍ତର ଏବଂ ପିଏଚଡ଼ି ଛାତ୍ରଛାତ୍ରୀ, ଉଦ୍ଭାବକ ଏବଂ ଗବେଷକଙ୍କ ସହିତ ଆଲୋଚନା କରିଛନ୍ତି । ଏହାବ୍ୟତୀତ ଶ୍ରୀ ପ୍ରଧାନ ପୃଥକ ଭାବରେ ଜାତୀୟ ଶିକ୍ଷକ…

ଶିରାପ୍ରଶିରାରେ ବ୍ଲକେଜ୍‌ ହେଲେ ଶରୀରରେ ଦେଖା ଦେଇଥାଏ ଏହି ୬ଟି ଲକ୍ଷଣ, ହୋଇଯାଆନ୍ତୁ ସତର୍କ.

ଭୁବନେଶ୍ୱର,(ଏସ.ଏମ.ପି):- ଆମ ଶରୀର ଏକ ନେଟୱର୍କ ଭଳି, ଯେଉଁଥିରେ ରକ୍ତ ଶିରା ମାଧ୍ୟମରେ ଶରୀରର ପ୍ରତ୍ୟେକ ଅଙ୍ଗରେ ପହଞ୍ଚି ଥାଏ । ହେଲେ ଯେତେବେଳେ ଏହି ଶିରାରେ ବ୍ଲକେଜ୍ ହୋଇଯାଏ, ଏହା ରକ୍ତ ପ୍ରବାହକୁ ରୋକି ଦେଇଥାଏ । ଯାହା ପରବର୍ତ୍ତୀ ସମୟରେ ଗମ୍ଭୀର ରୋଗର କାରଣ ସାଜିପାରେ ।…

ଆସନ୍ତାକାଲି ଅର୍ଥାତ୍ ସୋମବାର ଦିନ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ଏବଂ ବ୍ଳକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ

ଛତ୍ରପୁର,(ଆଇଆଣ୍ଡପିଆର ଓ):- ସୋମବାର ଦିନ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ଏବଂ ବ୍ଳକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ। ଜିଲ୍ଲା ସ୍ତରୀୟ ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେବେ। ବ୍ଲକ ସ୍ତରୀୟ ଶିବିରରେ ବ୍ଲକ ସ୍ତରୀୟ ବିଭାଗୀୟ…

ସାମ୍ବାଦିକଙ୍କୁ ପେନ୍‍ସନ୍‍ ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି

ଭୁବନେଶ୍ୱର,(ଏସ.ଏମ.ପି):- ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଅନ୍ୟ ରାଜ୍ୟ ପରି ପେନ୍‍ସନ୍‍ ପ୍ରଦାନ କରିବେ। ଏ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ସରକାର ସକାରାତ୍ମକ ମନୋଭାବ ନେଇ ଏହି କାର୍ଯ୍ୟ ହାତକୁ ନେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଅନେକ ସାମ୍ବାଦିକ ସୁଫଳ ପାଇବେ ବୋଲି…

ବାଲିଗୁଡା ବନଖଣ୍ଡ ଅଧିକାରୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ବରିଷ୍ଠ ସାମ୍ୱାଦିକ ପ୍ରମୋଦ

ବାଲିଗୁଡା : ୧୭/୦୮:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ଅଧିକାରୀ ଭାବେ ଘନଶ୍ୟାମ ମହନ୍ତ ଦାୟିତ୍ଵ ଗ୍ରହଣ ଅବସରରେ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି ବାଲିଗୁଡା ର ବରିଷ୍ଠ ସାମ୍ବାଦିକ ତଥା ଯୁବ ନାଟ୍ୟକାର ମଞ୍ଚ ଅଭିନେତା ପ୍ରମୋଦ l ଶନିବାର ଦିନ ବନଖଣ୍ଡ…
error: Content is protected !!