ବିକଳ୍ପ ଭବନ ରେ ୭୯ ତମ ସ୍ବାଧିନତା ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର,(ବିଚିତ୍ରସାହୁ):- ଓଡିଶା ସାମ୍ବାଦିକ ମହାସଂଘ ଓ ଜିଲ୍ଲା ସାମ୍ବାଦିକ ସଂଘ ଗଞ୍ଜାମ ତରଫରୁ ସ୍ଥାନୀୟ ବିକଳ୍ପ ଭବନ ଠାରେ ୭୯ ତମ ସ୍ଵାଧୀନତା ଦିବସ ପାଳିତ। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ସୁରେନ୍ଦ୍ର ନାଥ ମହାରଣା, ସ୍ଵତନ୍ତ୍ର ଅତିଥି ଭାବେ ବରିଷ୍ଠ ଆଇନଜୀବୀ…

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରେ ବିଭାଜନ ଭୟଙ୍କର ସ୍ମୃତି ଦିବସ ପାଳିନ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- 1947 ମସିହାରେ ଭାରତ ବିଭାଜନ ସମୟରେ ଅଗଣିତ ଜୀବନ ହରାଇଥିବା ଏବଂ ସହ୍ୟ କରିଥିବା ଅପାର ଯନ୍ତ୍ରଣାକୁ ମନେ ପକାଇବା ପାଇଁ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ 14 ଅଗଷ୍ଟ 2025 ରେ ବିଭାଜନ ଭୟଙ୍କର ସ୍ମୃତି ଦିବସ ପାଳନ କରିଅଛି ।ବିଭାଜନର ଭୟଙ୍କରତା…

୭୯ ତମ ସ୍ୱାଧୀନତା ଦିବସ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ

୭୯ ତମ ସ୍ୱାଧୀନତା ୭୯ ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଦେଶର ସ୍ୱାଧୀନତା ତଥା ସୁରକ୍ଷା ପାଇଁ ଅମୂଲ୍ୟ ତ୍ୟାଗ ସହିଥିବା ବୀର ବରପୁତ୍ର ଓ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି । ଏକତାର ବଳରେ,…

ଉପଖଣ୍ଡ ଚିକିତ୍ସାଳୟ ଠାରେ ସ୍ବାଧୀନତା ଦିବସ ପାଳିତ

ବାଲିଗୁଡା : ୧୫/୦୮:(ସୁକାନ୍ତ କୁମାର ତ୍ରିପାଠୀ)ଆଜି ସାରା ଭାରତ 79 ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଠାରେ ସ୍ବାଧୀନତା ଦିବସ ଧୂମଧାମ ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ଉପଖଣ୍ଡ ଚିକିତ୍ସାଧିକାରୀ ଶ୍ରବଣ କୁମାର ସାହୁକାର ସୁପେର୍ଟେଣ୍ଡ…

ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜଲେଶପଟ୍ଟା ଆଶ୍ରମ ଗ୍ରସ୍ତ

ବାଲିଗୁଡା,୧୪/୦୮(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ର ଜଲେଶପଟ୍ଟା ସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ଗସ୍ତ କରିଛନ୍ତି ନବ ନିର୍ବାଚିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ l ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ…

ଆଦିବାସୀ ମହାବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ବାଲିଗୁଡ଼ା:୧୪/୦୮(ସୁକାନ୍ତ କୁମାର ତ୍ରିପାଠୀ) ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପକ୍ଷରୁ ସ୍ୱାଧିନତା ର ୭୮ ବର୍ଷ ପୁର୍ତ୍ତୀ ଅବସରରେ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମଣ ପାଳଙ୍କ ନେତୃତ୍ୱରେ ତା. ୧୪/୦୮/୨୦୧୫ ରିଖ ଦିବା ୧୧ ଘଣ୍ଟା ସମୟରେ…

ସ୍ୱାଧୀନତା ଦିବସ ଉପଲକ୍ଷେ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା

ବାଲିଗୁଡା : ୧୪/୦୮:(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଉତ୍ସବ ପାଳନ କମିଟି ତରଫରୁ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ମିନି ମାରାଥନ ଦୌଡ଼ ପ୍ରତିଯୋଗିତା ଗୁରୁବାର ପ୍ରତ୍ୟୁଷରେ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ନିକଟରରୁ ଆରମ୍ଭ…

ବିପଦ ପୂର୍ଣ୍ଣ ଶ୍ରେଣୀରେ ଅସୁରକ୍ଷିତ ଛାତ୍ରୀ : ଶିକ୍ଷାଧିକାରୀ ନୀରବ

ନୟାଗଡ, (ପ୍ରଭାକର ଶିରୋମଣି): କଣ୍ଟିଲୋ ୧୪ l ୮ : ନୟାଗଡ ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡା ବ୍ଳକ ଅଧୀନରେ କଣ୍ଟିଲୋରେ ଥିବା କୁଞ୍ଜବିହାରୀ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟରେ ବହୁ ପୁରୁଣା l ୧୯୬୫ ମସିହାରେ କଣ୍ଟିଲୋ ଗ୍ରାମପଞ୍ଚାୟତ. ହରିସୁବୁଦ୍ଧି ପାଟଣା…
error: Content is protected !!