ଗୋରୁଗାଈଙ୍କ ରାସ୍ତା ଅବରୋଧ ହଟାଇବା ଓ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ଉପରେ ଗୁରୁତ୍ବ : ନିଗମ କମିଶନର ରାଜେଶିର୍କେ
ବ୍ରହ୍ମପୁର,(ବିଚିତ୍ର ସାହୁ):-
ବୁଲା ଗୋରୁଗାଈଙ୍କ ରାସ୍ତା ଅବରୋଧ ଓ କୁକୁରଙ୍କ ପ୍ରାଦୁର୍ଭାବରେ ସହରବାସୀଙ୍କ ଜନଜିବନ ପ୍ରଭାବିତକୁ ଦୃଷ୍ଟିରେ ରଖି ବୁଧବାର ଦିନ ମହାନଗର ନିଗମ ତରଫରୁ ଏକ ବୈଠକ ଡେପୁଟି କମିଶନର ତଥା ବରିଷ୍ଟ ଓଡ଼ିଶା ପ୍ରଶାସନିକ ସେବା ଅଧିକରୀ ଆଶୀର୍ବାଦ ପରିଡ଼ାଙ୍କ!-->!-->!-->…