ବିଜେପିର ଶୋକସଭା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗତ ପୀତବାସ ପଣ୍ଡାଙ୍କ ସ୍ମୃତିରେ ଅନୁଷ୍ଟିତ ଶୋକସଭାରେ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେ l ଜିଲ୍ଳା ସଭାପତି ସରୋଜ ସାବତ ଏଥିରେ ଅଧ୍ୟକ୍ଷତା କରିଥିଲେ l ବ୍ରହ୍ମପୁର…

ପ୍ରଧାନ ମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ଡାଲି ଉତ୍ପାଦନରେ ଭାରତ ବର୍ଷ କୁ ଆତ୍ମ ନିର୍ଭରତା ପାଇଁ ମିଶନ୍

ବ୍ରହ୍ମପୁର,(ବିଚିତ୍ର ସାହୁ):- ଦେଶର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ କର କମଳ ରେ ଆଜି ଆଭାସି ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ର ଶୁଭାରମ୍ଭ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ୱି କୀର୍ତ୍ତି ୱାସନ୍ ଙ୍କ…

ଦାମୀ କାର ଜବତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଦୃର୍ବୁତ୍ତ ମାନେ ଗୁଳି କରି ହତ୍ୟା କରିଥିଲେ l ଘଟଣା କୁମାର ପୂର୍ଣ୍ଣିମା ରାତିରେ ଘଟିଥିଲା l ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା l ବରିଷ୍ଠ ପୋଲିସ ଅଧିକାରୀ ମାନଙ୍କୁ ନେଇ ଭିନ୍ନ ଭିନ୍ନ ଟିମ୍ ଗଠନ ହୋଇଥିଲା l…

ବିଜେଡିର ଶୋଭାଯାତ୍ରା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ବିଜୁ ଯୁବ-ଛାତ୍ର ଜନତା ଦଳର ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା l ଗଞ୍ଜାମ ଜିଲ୍ଲାର ସମସ୍ତ ବିଜୁ ଜନତା ଦଳର କର୍ମକର୍ତ୍ତା ଏଥିରେ ଯୋଗ ଦେଇଥିଲେ l ଜିଲ୍ଲା ସଭାପତି ବିକ୍ରମ ପଣ୍ଡା, ରାଜ୍ୟ ଯୁବ ଓ ଛାତ୍ର ସଭାପତି ଚିନ୍ମୟ ସାହୁ ଏବଂ ଇପ୍ସୀତା…

କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଆଇନ୍ -2013 ଉପରେ ଦିନିକିଆ ତାଲିମ୍ ଶିବିର

ଛତ୍ରପୁର,(ଆଇଆଣ୍ଡପିଆର ଓ):- ଛତ୍ରପୁର, କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯାତନା ଆଇନ୍ -2013 ଉପରେ ଦିନିକିଆ ତାଲିମ୍ ଶିବିର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମହିଳା…

ବିଶ୍ୱ ଦୃଷ୍ଟି ଦିବସ ଆଲୋଚନା ଚକ୍ର

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର, ବିଶ୍ଵ ଦୃଷ୍ଟି ଦିବସ ଅବସରରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ରୁବୀ ଚକ୍ଷୁ ଚିକିତ୍ସାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଚକ୍ଷୁ ସୁରକ୍ଷା ଓ ଚକ୍ଷୁ ର ମହତ୍ତ୍ଵ ନେଇ ବିଶଦ ଭାବେ ଆଲୋଚନା କରାଯାଇଥିଲା ।ବିଶ୍ୱ ଦୃଷ୍ଟି ଦିବସ…

ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ):- ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି l ଗିରିରୋଡ଼ ସ୍ଥିତ ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାର୍ଲ୍ୟାର୍ପଣ ପୂର୍ବକ ଜନ ସମ୍ପର୍କ ପଦଯାତ୍ରା ଶୁଭାରମ୍ଭ ହୋଇଥିଲା | ପଦଯାତ୍ରା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି (ବିଜିପୁର ଛକ) ଠାରୁ…

କର୍ତ୍ତବ୍ୟ ସମ୍ପାଦନ ସମୟରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଖୋର୍ଦ୍ଧା ରୋଡ଼ ଡିଆରଏମ ଙ୍କ ଦ୍ୱାରା ତିନି ରେଳ କର୍ମଚାରୀ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧା ରୋଡ଼ , ଉତ୍ସର୍ଗୀକୃତ ଏବଂ ସତର୍କତାକୁ ସ୍ୱୀକୃତି ଦେଇ ଏକ ପ୍ରଶଂସନୀୟ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ଆଲୋକ ତ୍ରିପାଠୀ ଟ୍ରେନ ପରିଚାଳନାର ନିରାପତ୍ତା ଏବଂ ଦକ୍ଷତା ସୁନିଶ୍ଚିତ…

ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା କଲେ ଶ୍ରୀ ଅମିତ ଶାହ

ଭୁବନେଶ୍ୱର,(ପି.ଆଇ.ବି):- କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଜାମ୍ମୁ-କାଶ୍ମୀର ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଏହି ବୈଠକରେ ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଶ୍ରୀ ମନୋଜ ସିହ୍ନା, କେନ୍ଦ୍ର…
error: Content is protected !!