ଆଥଲେଟିକ ପ୍ରତିଯୋଗିତା ଉଦଯାପିତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ) ସ୍ଥାନୀୟ ମହାତ୍ମାଗାନ୍ଧୀ ଷ୍ଟାଡିୟମ,ଠାରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲା ଦୌଡକୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଗତ ୧୩ ତାରିଖ ଠାରୁ ପ୍ରତିଯୋଗିତା ଆରମ୍ଭ ହୋଇଥିଲା l ପ୍ରତିଯୋଗିତା ରେ ଏକ ହଜାରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଗଞ୍ଜାମ…

ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ

ବ୍ରହ୍ମପୁର(ରାଜେନ୍ଦ୍ର ସାହୁ) ଜିଲ୍ଲା କୋର୍ଟ ପରିସର ଏଵଂ ଜିଲ୍ଲାର ସମସ୍ତ କୋର୍ଟରେ ୪ତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହୋଇଯାଇଛି l ୧୫,୪୯୩ଟି ମାମଲାର ଆଶୁ ସମାଧାନ ହୋଇ ମୋଟ ୧୪,୫୯,୬୧,୩୮୬ଟଙ୍କା ପ୍ରଦାନ ପାଇଁ ଆଦେଶ ହୋଇଛି l ଜିଲ୍ଲା ଦୌରା ଜଜ୍ ଅଶାନ୍ତ କୁମାର ଦାସ ଏଥିରେ…

ଜଟଣୀ ପଥ ଉତ୍ସବର ମଞ୍ଚ ପୁଜା

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଜଟଣୀ ରେ ଡିସେମ୍ବର ୨୧ତାରିଖ ରେ ହବାକୁ ଥିବା ପ୍ରଥମ ପଥ ଉତ୍ସବ ର ଆଜି ମଞ୍ଚ ପୁଜା ମୋହା ଆଡମ୍ବର ସହକାରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ତଥା ସମାଜ ବିଜ୍ଞାନୀ ଡଃ.ରୁଷି ପଟ୍ଟନାୟକ ଙ୍କ ନେତୃତ୍ଵ ରେ ପାଳନ କରାଯାଇଛି। ପଥ ଉତ୍ସବ ର ଅଧ୍ୟକ୍ଷ ତଥା…

ବନ ବିଭାଗ କଲୋନୀ ପରିସରରୁ ସାପ ଉଦ୍ଧାର

ବାଲିଗୁଡା: ୧୪/୧୨/୨୫(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବନ ବିଭାଗ କଲୋନୀ ପରିସରରୁ ଏକ ବନସୁନ୍ଦରୀ ବା ପାହାଡିଆ ଚିତି ସାପ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି l ପ୍ରକାଶ ଯେ, କଲୋନୀ ପଛପଟ ବଗିଚାରେ ପିଲାମାନେ ଖେଳୁଥିବାବେଳେ…

ବାଲିଗୁଡାରେ ଚତୁର୍ଥ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ବାଲିଗୁଡା: ୧୪/୧୨ (ସୁକାନ୍ତ କୁମାର ତ୍ରିପାଠୀ) ତାଲୁକ ଆଇନ ସେବା କମିଟି, ବାଲିଗୁଡ଼ା ଦ୍ୱାରା ଆୟୋଜିତ ଚତୁର୍ଥ ଜାତୀୟ ଲୋକ ଅଦାଲତ ବାଲିଗୁଡ଼ାର ସିଭିଲ୍ ଏବଂ ଫୌଜଦାରୀ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଜଜ୍ ତଥା ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ସଫଳତାର ସହିତ…

ରାଜ୍ୟ ସ୍ତରୀୟ ଗାଁ ଦିବସ ସମ୍ମାନ ଓ ବାର୍ଷିକ ଉତ୍ସବ ଉଦଯାପିତ

ବାଲିଗୁଡା: ୧୩/୧୨/୨୫(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ବିଜୁ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ସ୍ତରୀୟ ଗାଁ ଦିବସ ସମ୍ମାନ ଓ କଲକ୍ଷେତ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଗ୍ରାମାଞ୍ଚଳ ରେ ଲୁଚିରହିଥିବା ପାରମ୍ପରିକ କଲା ଓ…

ଝିରିପାଣି ଅଞ୍ଚଳରେ ଦନ୍ତା ହାତୀର ମୃତ୍ୟୁ 

ବାଲିଗୁଡା: ୧୩/୧୨ (ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜ୍ ଝିରିପାଣି ଅଞ୍ଚଳରେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି l ଝିରିପାଣିର କର୍ଜଣ୍ଡି ଗ୍ରାମ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବେଳେ ଦନ୍ତା ହାତୀର ମୃତ୍ୟୁର…
error: Content is protected !!