ବନ ବିଭାଗ କଲୋନୀ ପରିସରରୁ ସାପ ଉଦ୍ଧାର

ବାଲିଗୁଡା: ୧୪/୧୨/୨୫(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ବନ ବିଭାଗ କଲୋନୀ ପରିସରରୁ ଏକ ବନସୁନ୍ଦରୀ ବା ପାହାଡିଆ ଚିତି ସାପ ବନ ବିଭାଗ କର୍ମଚାରୀ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି l ପ୍ରକାଶ ଯେ, କଲୋନୀ ପଛପଟ ବଗିଚାରେ ପିଲାମାନେ ଖେଳୁଥିବାବେଳେ ସାପଟିକୁ ଦେଖି

ବନ ବିଭାଗ କଲୋନୀ ପରିସରରୁ ସାପ ଉଦ୍ଧାର

ଜୈନକ ବନ ବିଭାଗ କର୍ମଚାରୀ ଙ୍କୁ ଖବର କରିବାପରେ ସାପ ସ୍ଵାର୍ଡ କର୍ମଚାରୀ ଆସି ଉକ୍ତ ସାପ ଟିକୁ ଉଦ୍ଧାର କରିବା ସହ ସୁରକ୍ଷିତ ସ୍ଥାନରେ ନେଇ ଛାଡିଥିବା ବିଷୟ ବନ ବିଭାଗ ପକ୍ଷରୁ କୁହାଯାଇଛି l

ବନ ବିଭାଗ କଲୋନୀ ପରିସରରୁ ସାପ ଉଦ୍ଧାର

You might also like
error: Content is protected !!