ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶିନୀ

ବାଲିଗୁଡା,୧୭/୧୨ (ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲ ପରିସରରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମଣ୍ଡଳ ସାଧନ ସଂଯୋଜିକା ଶ୍ରୀମତୀ ସୌଦାମିନୀ ସାହୁ, ସମ୍ମାନିତ ଅତିଥି…

ହାଡଭଙ୍ଗା ଶୀତରେ କମ୍ପିଲା ବାଲିଗୁଡା ସହର

ବାଲିଗୁଡା, ୧୭/୧୨ (ସୁକାନ୍ତ କୁମାର ତ୍ରିପାଠୀ)1: ବାଲିଗୁଡା କାଠ ଗଣ୍ଡିର ନିଆଁ ପାଖରେ ବସି ଶୀତର ମଜା ନେଲେ ବିଧାୟକ ଚକ୍ରମଣୀ କଂହର lବାଲିଗୁଡା ସହରରେ ଶୀତର ପ୍ରଭାବ ଏବେ ଚରମ ସୀମାରେ ପହଞ୍ଚିଛି। ଭୋର ହେଉ କି ରାତି ଦିନ ସାରା ଶୀତ ର ପ୍ରଭାବ କନ୍ଧମାଳ ଜିଲାରେ ଦେଖିବାକୁ ମିଳୁଛି l ଦିନ…

ବାଲିଗୁଡ଼ା ଉପଖଣ୍ଡ କାରାଗାରର ବିଚାରାଧୀନ କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମେଡିକାଲ ରେ ମୃତ୍ୟୁ

ବାଲିଗୁଡା,୧୭/୧୨(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କାରାଗାରରେ ଥିବା ଜୈନକ ବିଚାରାଧୀନ କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ବାଲିଗୁଡା ମେଡିକାଲ ରେ ମଙ୍ଗଳବାର ମୃତ୍ୟୁ ବରଣ କରିଥିବା ଜଣାପଡିଛି l ଘଟଣରୁ ପ୍ରକାଶ ଯେ, କିଛିଦିନ ତଳେ କନ୍ଧମାଳ ଜିଲ୍ଲା…

ଓଭରଟେକ କରି ବାଇକ ଦୁର୍ଘଟଣା: ବାଇକ ଚାଳକ ଗୁରୁତର

ବାଲିଗୁଡା: ୧୬/୧୨ (ସୁକାନ୍ତ କୁମାର ତ୍ରିପାଠୀ ) ଓଭରଟେକିଙ୍ଗ କରି ଦ୍ରୁତ ଗତିରେ ବାଇକ ଚଳେଇବା ହେଲା କାଳ lବାଲିଗୁଡା ପୁରୁଣା ପେଟ୍ରୋଲ ପମ୍ପ ନିକଟରେ ଗତକାଲି ଘଟିଛି ସଡ଼କ ଦୁର୍ଘଟଣା l ଏକ ବଲେରୋକୁ ଓଭରଟେକିଂ କରୁଥିବା ସମୟରେ ଯାତ୍ରୀବାହି ବସ ତଳେ ଚାପି ହୋଇ ବାଇକ ଚାଳକ ଗୁରୁତର ହୋଇଛି…

ବାଲିଗୁଡ଼ା ଠାରୁ ପୁରୀ ନୂତନ ମାର୍ଗରେ ଜଗନ୍ନାଥ ଏକ୍ସପ୍ରେସ OSRTC ର ଭଲଭୋ ବସ୍

ବାଲିଗୁଡା: ୧୬/୧୨/୨୫(ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ଫୁଲବାଣୀ ଠାରୁ ପୁରୀ ଚଳାଚଳ କରୁଥିବା ଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସ୍ କୁ ବାଲିଗୁଡ଼ା ଯାଏ ସଂପ୍ରସାରଣ କରାଯାଇଛି l ଗତକାଲି ଠାରୁ ବିଧବଦ୍ଧ ଭାବେ ବସ୍ ଚଳାଚଳ ଆରମ୍ଭ ହୋଇଛି l ଏହି ବସ୍ ବାଲିଗୁଡ଼ା…

ବାଲିଗୁଡା ଉପଖଣ୍ଡ ରେ ନୂତନ ସୂଚନା ଓ ଲୋକ ସମ୍ପର୍କ ଅଧୂକାରୀଙ୍କ ଯୋଗଦାନ

ବାଲିଗୁଡା: ୧୬/୧୨ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରେ ନୂତନ ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଶିବ ଶଙ୍କର ସମରଥ ନିଯୁକ୍ତି ପାଇ କାର୍ଯ୍ୟରେ ଯୋଗ ଦେଇଛନ୍ତି l ରାଜ୍ୟ ସରକାର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦବୀ ଗୁଡିକ ନୂତନ ଭାବେ ନିଯୁକ୍ତି…

ବିଶ୍ୱକପ୍ ବିଜୟ ପାଇଁ ଭାରତୀୟ ସ୍କ୍ୱାଶ୍‍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,(ପି.ଆଇ.ବି):- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ସ୍କ୍ୱାଶ୍ ଦଳକୁ ଏସଡିଏଟି ସ୍କ୍ୱାଶ୍ ବିଶ୍ୱକପ୍ ୨୦୨୫ରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ମୋଦୀ ଜୋଶନା ଚିନ୍ନାପ୍ପା, ଅଭୟ ସିଂହ,…

ଜୁନିଅର ନ୍ୟାସନାଲ ଟେନିସ ବଲ୍ କ୍ରିକେଟ୍ ଚମ୍ପିଆନସିପରେ ଅଂଶ ଗ୍ରହଣ ପାଇଁ ଗଞ୍ଜାମ ଜିଲ୍ଲାର 6 ଜଣ ଖେଳାଳୀ ଓଡ଼ିଶା…

ବ୍ରହ୍ମପୁର.(ବିଚିତ୍ର ସାହୁ):- ଚଳିତ ମାସ 18 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଆଗ୍ରା ଠାରେ ଅନୁଷ୍ଠିତ ହେବାକୁ ଥିବା 33ତମ ଜୁନିଅର ନ୍ୟାସନାଲ ଟେନିସ ବଲ କ୍ରିକେଟ୍ ଚମ୍ପିଆନସିପରେ ଅଂଶ ଗ୍ରହଣ କରିବା ଗଞ୍ଜାମ ଜିଲ୍ଲା ର 6ଜଣ ବାଳକ ଓ ବାଳିକା ମନୋନିତ ହୋଇଛନ୍ତି । ଏହି…

ପଦ୍ମନାଭପୁର: ସରସ୍ବତୀ ବିଦ୍ୟାମନ୍ଦିରରେ ରକ୍ତଦାନ ଶିବିର ଅନୁଷ୍ଠିତ

ଦିଗପହଣ୍ଡି, ଜଗନ୍ନାଥ ନାୟକ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁରୁ ଗ୍ରାମସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟରୋ,ରୋପ୍ୟଜୟନ୍ତି ସମାରହ ପାଳନ ଅବସରରେ. ସ୍ଵେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ପରିଚାଳନା ସମିତି ଓ…
error: Content is protected !!