ଆମ୍ବୃତ ଭଣ୍ଡା ତୋଳିବା ସମୟରେ ଆମ୍ବୃତ ଭଣ୍ଡା ଛାତି ଉପରେ ପଡି ମହିଳା ମୁତ୍ୟୁ
ବାଲିଗୁଡା, ୧୯/୧୨ (ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୋଛାପଡ଼ା ଗାଁରେ ଅମ୍ବୃତ ଭଣ୍ଡା ଉପରେ ପଡ଼ିବା ଯୋଗୁଁ ମହିଳାଙ୍କ ଗତକାଲି ମୃତ୍ୟୁ ଘଟିଛି। ମହିଳାଙ୍କ ଅକାଳ ମୃତ୍ୟୁ ନେଇ ବାଲିଗୁଡ଼ା ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।!-->…