ମୁରଲୀଙ୍କ ଜନ୍ମ ଦିନରେ ମେଗା ରକ୍ତଦାନ ଶିବିରରୁ ୪୧୧ ୟୁନିଟ୍ ସଂଗ୍ରହ
ବ୍ରହ୍ମପୁର,(ବିଚିତ୍ର ସାହୁ)
ଅର୍ବାନ୍ ବ୍ୟାଙ୍କ ସଭାପତି, ପୂର୍ବତନ କର୍ପୋରେଟର ତଥା ସମାଜସେବୀ ଆର୍, ମୁରଲୀ ମୋହନ ଜନ୍ମଦିନ ଅବସରରେ ମେଗା ରକ୍ତଦାନ ଶିବିର ସହ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ କରି ଉଦାହରଣ ସୃଷ୍ଟି କରିଛନ୍ତି। ଗତ ୧୫ ବର୍ଷ ଧରି ଜନ୍ମଦିନରେ ଏଭଳି ମହତ୍!-->!-->!-->…