ଗୋପାଳପୁର ବେଳାଭୂମି ମହୋତ୍ସବ ଅବସରରେ ୧୦ କିମି ମାରାଥନ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଗୋପାଳପୁର ବେଳାଭୂମି ମହୋତ୍ସବ ପରିପ୍ରେକ୍ଷିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୦ କିମି ମାରାଥନ ପ୍ରତିଯୋଗିତା ଆୟୋଜନ ହୋଇଯାଇଛି । ସକାଳ ୭ ଘଟିକା ସମୟରେ ଜିଲ୍ଲାପାଳ ୱି. କୀର୍ତ୍ତି ୱ।ସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର…

ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ

ବାଲିଗୁଡା, ୨୫/୦୧ (ସୁକାନ୍ତ କୁମାର ତ୍ରିପାଠୀ): ସ୍ଥାନୀୟ ଗାୟତ୍ରୀ ଶକ୍ତି ପୀଠରେ ବାଲିଗୁଡା ବରିଷ୍ଠ ନାଗରିକ ସଂଘର୍ ମିତ୍ର ସଙ୍ଗମ ଆସର କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇ ଯାଇଛି। ମୁଖ୍ୟ ଅତିଥି ଶ୍ରୀ କୃପାସିନ୍ଧୁ ବେହେରା ପିଏ ଆଇ. ଟି. ଡି. ଏ, ମୁଖ୍ୟ ବକ୍ତା ଶ୍ରୀମତୀ ମମିତା…

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଗଣଦୌଡ଼ ପ୍ରତିଯୋଗିତା

ବାଲିଗୁଡା: ୨୫/୦୧ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରବିବାର ଦୀନ ସକାଳ ୭ ଘଣ୍ଟା ସମୟରେ ଏକ ମିନି ମାରାଥନ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ଜାତୀୟ ଭୋଟର ଦିବସ ଅବସରରେ ପ୍ରଥମେ ସରକାରଙ୍କ ଦ୍ବାରା ପ୍ରଦତ୍ତ…

ମାଣ୍ଡିଆପଲ୍ଲୀ ସୁବାଷ ବୋଷ ସ୍ବେଛାସେବୀ ସଂଗଠନ ତରଫରୁ ନେତାଜୀ ଜୟନ୍ତୀ ପାଳିତ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆ ପଲ୍ଲୀ ଗ୍ରାମର ସୁବାସ ବୋଷ ସ୍ବେଛାସେବୀ ସଂଗଠନ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉତ୍ସବ ସଭାପତି ସେନାର ଅବସର ପ୍ରାପ୍ତ କ୍ୟାପଟେନ ଶ୍ରୀନିବାସ ମହାରଣାଙ୍କ ପୌରହିତ୍ୟରେ ଗ୍ରାମର ମଧ୍ୟ ଭାଗରେ ଆୟୋଜିତ…

ଜରା ଆଶ୍ରମରେ ଚାଉଳ ନୁଆ ଲୁଗା ବଣ୍ଟନ

ଡୁରା,ବିଚିତ୍ର ସାହୁ:- ପବିତ୍ର ଶ୍ରୀ ପଞ୍ଚମୀ, ବିଦ୍ୟାଦାଇନି ମାତା ସରସ୍ୱତୀ ପୂଜା ଅବସରରେ ଓ ଭାରତର ଜନନାୟକ ସ୍ଵାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷଙ୍କ ପବିତ୍ର ଜନ୍ମ ଦିନରେ ଆମ BHARAT BIKASH RURAL DEVELOPMENT ASSOCIATION TRUST ତରଫରୁ ଗୋପାଳପୁର ଜରା ଆଶ୍ରମ ଓ…

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ

ବ୍ରହ୍ମପୁର,(ବିଚିତ୍ର ସାହୁ):- ବ୍ରହ୍ମପୁର ସହର ଉପକଣ୍ଠ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ଯୁବ ରେଡ୍-କ୍ରସ୍ ଆନୁକୂଲ୍ୟରେ ଆଜି ପୂର୍ବାହ୍ଣରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର୍ ପ୍ରମିଳା…

ଜାତୀୟ କନ୍ୟା ଶିଶୁ ଦିବସ-୨୦୨୬ ପାଳିତ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଜାତୀୟ କନ୍ୟା ଶିଶୁ ଦିବସ-୨୦୨୬ ଅବସରରେ ଆଜି ସ୍ଥାନୀୟ କଲେକ୍ଟରେଟ୍ ଠାରେ ଏକ ସଚେତନତା ପଦଯାତ୍ରା ଆୟୋଜନ କରାଯାଇଥିଲା। ଏହି ପଦଯାତ୍ରା ଜନସାଧାରଣଙ୍କୁ ସଚେତନ କରିବା ପୂର୍ବକ କଲେକ୍ଟରେଟ୍ ଠାରୁ ବାହାରି ବଜାର ଦେଇ ଡିଆରଡିଏ ସ୍କୋୟାର ପର୍ଯ୍ୟନ୍ତ…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ

ନୟାଗଡ଼(ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ପଞ୍ଚାୟତ ଅଧୀନ ହରିସୁବୁଦ୍ଧି ପାଟଣା ଗ୍ରାମର ଜନୈକ ସ୍ଵାଧୀନତା ସଂଗ୍ରାମୀ,ବରିଷ୍ଠ ପୂଜକ ଗୋବିନ୍ଦ ଚନ୍ଦ୍ର ଦାଶଙ୍କର ୯୬ ବର୍ଷ ବୟସରେ ଗୁରୁବାର ରାତ୍ର ୧୧ଟା ସମୟ  ରେ ପରଲୋକ ହୋଇଯାଇଛି। ଖଣ୍ଡପଡ଼ା ଗଡଜାତ ସମୟରେ…

ଗୋପାଳପୁର ବେଳାଭୂମି ମହୋତ୍ସବକୁ ବିଶ୍ଵସ୍ତରକୁ ନେବା ପାଇଁ ବ୍ୟାପକ ପ୍ରସ୍ତୁତି: ବାଣିଜ୍ୟ ଓ ପରିବହନ, ଖଣି ଓ ଇସ୍ପାତ…

ବ୍ରହ୍ମପୁର,(ବିଚିତ୍ର ସାହୁ):- ମାନ୍ୟବର ରାଜ୍ୟପାଳଙ୍କ କରକମଳରେ ଶୁଭାରମ୍ଭ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉଦଯାପନ 24ରେ ବେଳାଭୂମି ସଫେଇ ଅଭିଯାନ 25 ରେ ମେଗା ମାରାଥନ 27 ସକାଳେ ମଶାଲ ଶୋଭାଯାତ୍ରା, ସନ୍ଧ୍ୟାରେ ସମୁଦ୍ର ଆଳତି ବ୍ରହ୍ମପୁର ତା 23/01/26 ଚଳିତ ୨୭ ରୁ ୩୦…

ବାଲିଗୁଡା ରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ : ଗଞ୍ଜେଇ ସହ ତିନୋଟି ଗାଡି ଜବତ : ୭ ଗିରଫ

ବାଲିଗୁଡା, ୨୩/୦୧:(ସୁକାନ୍ତ କୁମାର ତ୍ରିପାଠୀ): ନିଶା କାରବାର ରୋକିବାକୁ କନ୍ଧମାଳ ପୋଲିସ ପକ୍ଷରୁ ବାଲିଗୁଡ଼ା ଉପଖଣ୍ଡର ବିଭିନ୍ନ ଥାନା ଅଞ୍ଚଳରେ ନାକା ଲଗାଇ ଗାଡ଼ି ମୋଟର ଯାଞ୍ଚ୍ କଡ଼ାକଡ଼ି କରାଯାଇଛି । ଫଳରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୃଥକ ପୃଥକ ତିନୋଟି ଥାନା ଅଞ୍ଚଳରେ ଚଢ଼ାଉ…
error: Content is protected !!