ବାଲିଗୁଡ଼ାରେ ଭକ୍ତିମୟ ପରିବେଶରେ ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଜନ୍ମଶତବାର୍ଷିକ ପାଳିତ

ବାଲିଗୁଡା: (ସୁକାନ୍ତ କୁମାର ତ୍ରିପାଠୀ )କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସତସଙ୍ଗ କେନ୍ଦ୍ର ପରିସରରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଜନ୍ମ ମହାମହୋତ୍ସବ ସୁରେଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି lଏହି ଅବସରରେ ପ୍ରତ୍ୟୁଷରୁ ବେଦ ମାଙ୍ଗାଳିକ, ନହବତ, ଉଷା…

ସୁନାପୁର ବେଳାଭୂମି ମହୋତ୍ସବ: ଫେବୃଆରୀ 3 ରୁ 5, 2026

ଫେବୃଆରୀ ୩ ରୁ ୫ ତାରିଖ ଯାଏଁ ସୁନାପୁର ବେଳାଭୂମି ମହୋତ୍ସବ ବାଚସ୍ପତି ସୁରମା ପାଢ଼ୀଙ୍କ କରକମଳରେ ଉଦ୍ଘାଟନ, ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ କରକମଳରେ ଉଦଯାପନପ୍ରଥମ ଦିନ-ଅସୀମା ପଣ୍ଡା, ଦ୍ବିତୀୟ ଦିନ ସୁଜ୍ଞାନୀ, ଶୈଳେନ୍ଦ୍ର-ସୋହାନୀ ଓ ମହମ୍ମଦ ଅଲ୍ଲି ଏବଂ ତୃତୀୟ ଦିନ ଅରୁଣିତା…

ଜଷ୍ଟିସଙ୍କ କୋର୍ଟ ପରିଦର୍ଶନ

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ): ଜଷ୍ଟିସ ଦୀକ୍ଷିତ କ୍ରିଷ୍ନା ଶ୍ରୀପଦ ଆଜି ବ୍ରହ୍ମପୁର ଜିଲ୍ଲା ଅଦାଲତ ପରିଦର୍ଶନରେ ଆସିଥିଲେ l ଦିନିକିଆ ଗସ୍ତରେ ଆସି ସେ ଫେରିଛନ୍ତି l ଗଞ୍ଜାମ ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକ,ଉପସଭାପତି ଟି କେ ରେଡି ଓ ଅସିତ ସାବତ ଜଷ୍ଟିସ ଶ୍ରୀପଦଙ୍କୁ ପୁଷ୍ପଗୁଚ୍ଛ…

ବାଇକ୍ ଉପରେ ଟ୍ରକ୍ ଚଢ଼ିଗଲା

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ): ସଡ଼କ ସୁରକ୍ଷା ମାସ ର ଶେଷ ଦିନରେ ଦୁର୍ଘଟଣା ଘଟିଛି l ସ୍ଥାନୀୟ ହଳଦିଆ ପଦର ତ୍ରୁଟିପୂର୍ଣ ଓଭର ବ୍ରିଜ ୫ଟି ଜୀବନ ଚାଲିଯାଇଛି l ଘଟଣା ସମସ୍ତଙ୍କୁ ଗଭୀର ଦୁଃଖ ଦେଇଛି l ପୂର୍ବରୁ ପୁଲିସ ଏହି ଜାଗାଟିକୁ ବ୍ଲାକ ସ୍ପଟ ବୋଲି ଘୋଷଣା କରିଥିଲେ ସୁଧା ପ୍ରଶାସନ…

ଆଦିବାସୀ କଲେଜରେ ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କୁ ଅବସରକାଳୀନ ସମ୍ବର୍ଧନା

ବାଲିଗୁଡା:୩୧/୦୧(ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମଣ ପାଳଙ୍କ ବିଦାୟକାଳୀନ ସମ୍ବର୍ଧନା କଲେଜର ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ପକ୍ଷରୁ ଏକ ଭାବଗମ୍ଭୀର ପରିବେଶରେ ପାଳିତ ହୋଇଯାଇଛି।ଏହି ଅବସରରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଦିବାକର…

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଶୀତର ପ୍ରଭାବ

ବାଲିଗୁଡା: ୩୧/୦୧ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଗତ କାଲି ଠାରୁ ଶୀତର ପ୍ରଭାବ ଧୀରେ ଧୀରେ କମିଆସୁଥିବା ଦେଖାଯାଉଛି l ପୂର୍ବରୁ ରାତି ଓ ସକାଳ ବେଳେ କଢ଼ା ଶୀତ ପଡ଼ୁଥିବା ବେଳେ ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଇବା ସହ ଲୋକମାନେ କିଛିଟା ଆରାମ…

ତିନି ବର୍ଷର ଶିଶୁକୁ ସଫଳତାର ସହ ଉଦ୍ଧାର କଲା ପୋଲିସ

ବାଲିଗୁଡା :୩୦/୦୧ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ଜିଲ୍ଲାର କୋଟଗଡ଼ ବ୍ଲକ ଅନ୍ତର୍ଗତ ଝରିଘାତ-ମାଣ୍ଡିଆପଦର ଅଞ୍ଚଳରେ ଝିଅ ନିଖୋଜ ହେବା ଏକ ଅତ୍ୟନ୍ତ ଚିନ୍ତାଜନକ ବିଷୟ l ଏହି ଦୁର୍ଗମ ଅଞ୍ଚଳରେ ଯୋଗାଯୋଗର ସୁବିଧା କମ୍ ଥିବାରୁ, ସ୍ଥାନୀୟ ପ୍ରଶାସନ ଓ ଜନସାଧାରଣଙ୍କ ସାହାଯ୍ୟ ଅତ୍ୟନ୍ତ…

କନ୍ଧମାଳର ପ୍ରାକୃତିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ବାଲିଗୁଡା

ବାଲିଗୁଡା : ୩0/୦୧ (ସୁକାନ୍ତ କୁମାର ତ୍ରିପାଠୀ)ବାଲିଗୁଡ଼ା ହେଉଛି ଓଡ଼ିଶାର କନ୍ଧମାଳ ଜିଲ୍ଲାର ଏକ ପ୍ରମୁଖ ସହର । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ଗୁରୁତ୍ୱ ପାଇଁ ଜଣାଶୁଣା।​ବାଲିଗୁଡ଼ା ଚାରିପଟେ ପାହାଡ଼ ଏବଂ ଘଞ୍ଚ ଜଙ୍ଗଲ ଘେରି ରହିଛି। ଏହାର ଜଳବାୟୁ ବହୁତ ମନୋରମ,…

ଆଦିବାସୀ ମହାବିଦ୍ୟାଳୟରେ ୪୦ ତମ ବାର୍ଷିକ ଉତ୍ସବ ପାଳନ

ବାଲିଗୁଡା: ୨୮/୦୧ (ସୁକାନ୍ତ କୁମାର ତ୍ରିପାଠୀ)ଆଦିବାସୀ ମହାବିଦ୍ୟାଳୟରେ ୪୦ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବାଲିଗୁଡ଼ା ଉପଜିଲ୍ଲାପାଳ ପ୍ରଣିତା ଦାସ,…

କନ୍ଧମାଳ ସାଂସଦଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଉଦ୍‌ଘାଟନ

ବାଲିଗୁଡା: ୨୮/୦୧ (ସୁକାନ୍ତ କୁମାର ତ୍ରିପାଠୀ)କନ୍ଧମାଳ ସଂସଦ ଦିନିକିଆ ଗସ୍ତ କରି ବାଲିଗୁଡା ଠାରେ ବିଭିନ୍ନ ପ୍ରକାର ପ୍ରକଳ୍ପର ଉଦଘାଟନ କରିଛନ୍ତି ।କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହି ବାଲିଗୁଡ଼ା ଏନ୍ ଏସି ଅନ୍ତର୍ଗତ ସମନ୍ବିତ ଅନୁସୂଚିତ ଜାତି ଓ ଜନଜାତି କାର୍ଯ୍ୟାଳୟ ସମ୍ମୁଖ…
error: Content is protected !!