ମହୁଡା ଭୈରବୀ ଉଚ୍ଚବିଦ୍ୟାଳୟର ବାର୍ଷିକ ଉତ୍ସବ

ବ୍ରହ୍ଣପୁର, ବିଚିତ୍ର ସାହୁ: ବ୍ରହ୍ଣପୁର ସନ୍ନିଜଟ ମହୁଡା ର ଭୈରବୀ ଉଚ୍ଚବିଦ୍ୟାଳର ବାର୍ଷିଜ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ଧନୁ ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସହବରେ ମୁଖ୍ୟ ଅତିଥି ରୂପେ ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ…

ନାବାଳିକା ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ତୁମୁଡ଼ିବନ୍ଧ ପୋଲିସ

ବାଲିଗୁଡା: ୪/୨ : ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବେଲଘର ଥାନା ଅଞ୍ଚଳରେ ଘଟିଥିବା ଜଘନ୍ୟ ନାବାଳିକା ଅପହରଣ ଓ ଦୁଷ୍କର୍ମ ଉଦ୍ୟମ ଘଟଣାରେ ତୁମୁଡ଼ିବନ୍ଧ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଦୁଇ ଯୁବକ ଅଭିଯୁକ୍ତଙ୍କୁ ଗିରଫ କରିଛି।ସୂଚନା ଅନୁସାରେ, ଅଷ୍ଟମ ଶ୍ରେଣୀରେ…

ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ : ଲୋକୋ-ପାଇଲଟ୍‌ଙ୍କ ଚାପ ପରିଚାଳନା ପାଇଁ ନିରାପତ୍ତା ସେମିନାର

ଖୋର୍ଦ୍ଧା, ସଂଜୀବ କୁମାର: ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ : ଲୋକୋ-ପାଇଲଟ୍‌ଙ୍କ ଚାପ ପରିଚାଳନା ପାଇଁ ନିରାପତ୍ତା ସେମିନାର…

ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଘାଟିତ: ଏଫ. ସି. ସମ୍ବଲପୁର ବିଜୟୀ

​ବାଲିଗୁଡା: ୪/୨ ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ୨୦୨୬ ବୁଧବାର ଠାରୁ ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ସଂଘ ର ସଭାପତି…

ଜାଭିୟର ବିଶ୍ୱବିଦ୍ୟାଳୟରେ କମିଶନରେଟ ପୋଲିସ ତରଫରୁ ରକ୍ତଦାନ ଶିବିର, ଜୀବନ ଜିନ୍ଦାବାଦ ଓ ସାଇବାର କ୍ରାଇମ ସଚେତନତା…

ଖୋର୍ଦ୍ଧା ଜିଲ୍ଲା, ସଞ୍ଜୀବ କୁମାର: କମିଶନରେଟ ପୋଲିସ ରେଡକ୍ରସ୍ ଓ ଜାଭିୟର ବିଶ୍ୱବିଦ୍ୟାଳୟର ଏନ.ଏସ.ଏସ ତରଫରୁ ଏକ ସ୍ବତନ୍ତ୍ର ରକ୍ତଦାନ ଶିବିର ଆୟୋଜନ କରାଯାଛି ଯାହାକୁ ଦୈତ୍ୟ ନଗରୀର ପୋଲିସ କମିଶନର ଦେବ ଦତ୍ତ ସିଂହ ଉଦଘାଟନ କରିଥିଲେ ଏହି ଅବସରରେ ତାଙ୍କ ସହ ଅତିରିକ୍ତ ଉପ ପୋଲିସ୍…

ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡ. ବିଭୂତିଭୂଷଣ ଆଚାର୍ଯ୍ୟଙ୍କ ଦାୟିତ୍ୱ ଗ୍ରହଣ

ବାଲିଗୁଡା: ୩/୨ ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡା ଡ. ବିଭୂତିଭୂଷଣ ଆଦିବାସୀ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ଡ. ବିଭୂତିଭୂଷଣ ଆଚାର୍ଯ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କର ଏହି ନୂତନ ନିଯୁକ୍ତିକୁ ଉପଲକ୍ଷ୍ୟ କରି ମହାବିଦ୍ୟାଳୟ କର୍ମଚାରୀ ସଂଘ ଓ ଛାତ୍ରଛାତ୍ରୀମାନଙ୍କ…

ବେଲଘର ହାତୀ ମୃତ୍ୟୁ ଘଟଣା: ବନ ବିଭାଗର କଡ଼ା କାର୍ଯ୍ୟାନୁଷ୍ଠାନ, ଆଉ ୪ ଗିରଫ

ବାଲିଗୁଡ଼ା, ୩/୨: ସୁକାନ୍ତ କୁମାର ତ୍ରିପାଠୀ ବହୁ ଚର୍ଚ୍ଚିତ ବେଲଘର ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ତରଫରୁ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏହି ଘଟଣାରେ ସଂପୃକ୍ତ ଥିବା ଆଉ ୪ ଜଣଙ୍କୁ ବନ ବିଭାଗ ଗିରଫ କରିଥିବା ସୂଚନା ମିଳିଛି। ଏଥି ସହିତ ହାତୀର ମୃତଦେହକୁ ଲୁଚାଇବା ପାଇଁ…

ବରିଷ୍ଠ ସାମ୍ବାଦିକ ହର ପ୍ରସାଦ ଦାସଙ୍କ ପିତୃ ବିୟୋଗ

ଜଟଣୀ, ସଂଜୀବ କୁମାର: ବରିଷ୍ଠ ସାମ୍ବାଦିକ ହରପ୍ରସାଦ ଦାସଙ୍କ ପିତା ଚକ୍ରଧର ଦାସଙ୍କ ସୋମବାର ରାତି 10ଟା 33ମିନିଟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି. ମୃତ୍ୟୁ ବେଳକୁ ତାଙ୍କର ବୟସ 84 ବର୍ଷ ହୋଇଥିଲା. ସ୍ବର୍ଗତ ଦାସ ପୁର୍ବ ତଟ ରେଳ ଜୋନ ଖୋର୍ଦ୍ଧା ଡିଭିଜନ…

ଦୁର୍ଗମ ବେଲଘର ଅଞ୍ଚଳ ବୁଲି ସମସ୍ୟା ବୁଝିଲେ ଜିଲ୍ଲାପାଳ

​ବାଲିଗୁଡା: ୦୨/୦୨(ସୁକାନ୍ତ କୁମାର ତ୍ରିପାଠୀ) କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ଦୁର୍ଗମ ବେଲଘର ଅଞ୍ଚଳ ଗସ୍ତ କରି ଲୋକଙ୍କ ବିଭିନ୍ନ ସମସ୍ୟା ପଚାରି ବୁଝିଛନ୍ତି ଜିଲ୍ଲାପାଳ ବେଦ ଭୂଷଣ। ଶନିବାର ସକାଳୁ ଜିଲ୍ଲାପାଳ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବେଲଘର ପଞ୍ଚାୟତର ଗୋମେଲ,…

୧୯୧ କେଜି ଗଞ୍ଜେଇ ଜବତ, ଟ୍ରକ୍ ଚାଳକ ଫେରାର

ବାଲିଗୁଡା, ୦୨/୦୨: (ସୁକାନ୍ତ କୁମାର ତ୍ରିପାଠୀ) ବାଲିଗୁଡା ପୋଲିସ ଥାନା ଅଧୀନ ସୁଦ୍ରା ଫାଣ୍ଡି ଅଞ୍ଚଳରେ ରାତି ପେଟ୍ରୋଲିଂ ସମୟରେ ବଡ଼ ସଫଳତା ମିଳିଛି। ୦୧ ଫେବୃଆରୀ ଅପରାହ୍ନ ପ୍ରାୟ ୩ଟା ସମୟରେ ସୁଦ୍ରା ନିକଟରେ ଯାନବାହନ ଯାଞ୍ଚ କାର୍ଯ୍ୟକାଳୀନ ଏକ ଟାଟା ଆଇଚର ଟ୍ରକ୍ (ନମ୍ବର–…
error: Content is protected !!