ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ
ନୟାଗଡ଼ l ପ୍ରଭାକର ଶିରୋମଣି l କଣ୍ଟିଲୋ/ ସ୍ଥାନୀୟ ନୀଳମାଧଵ ବିହାର ମାଧବ ଚୌଧୁରୀ ପାଟଣା ଠାରେ ଅବସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଏକ ସାଧାରଣ ସଭା ରାମଲୀଳା ନାଟ୍ୟ ମଣ୍ଡପରେ ଆୟୋଜିତ ହୋଇଥିଲା ବେଳେ!-->…