ବାଲିଗୁଡ଼ାରେ ରାଜ୍ୟସ୍ତରୀୟ ମହିଳା ଫୁଟବଲ: ବରଗଡ଼ ୧-୦ ଗୋଲରେ ଭୁବନେଶ୍ୱରକୁ ପରାସ୍ତ

ବାଲିଗୁଡ଼ା, ୧୦/୨: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଉପଖଣ୍ଡ କ୍ରୀଡ଼ା ସଂଘର ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟସ୍ତରୀୟ ଫୁଟବଲ ଚମ୍ପିୟାନସିପ–୨୦୨୬ ଅନ୍ତର୍ଗତ ଏକ ଆକର୍ଷଣୀୟ ମହିଳା ଫୁଟବଲ ମ୍ୟାଚ ଅନୁଷ୍ଠିତ…

ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ: ଫାଇନାଲରେ ସମ୍ବଲପୁର ବନାମ ଫୁଲବାଣୀ

ବାଲିଗୁଡା, ୧୦/୦୨ (ସୁକାନ୍ତ କୁମାର ତ୍ରିପାଠୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘର ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ଚାଲିଥିବା ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ–୨୦୨୬ର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଗତକାଲି ଅନୁଷ୍ଠିତ…

ବୁଗୁଡ଼ାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି୧୦୪ ଟି ଅଭିଯୋଗ ଗ୍ରହଣ

ବୁଗୁଡ଼ାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି୧୦୪ ଟି ଅଭିଯୋଗ ଗ୍ରହଣ, ୧୫ ଟିର ତତକ୍ଷଣାତ୍ ସମାଧାନମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ବାଣ୍ଟିଲେ ନୂତନ ପଟ୍ଟା ଭଞ୍ଜନଗର, ୯/୨/୨୬ : ବୁଗୁଡା ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ଠାରେ ଆଜି ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ…

ବାଲିଗୁଡାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବାଲିଗୁଡା, ୯/୨ (ସୁକାନ୍ତ କୁମାର ତ୍ରିପାଠୀ):ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ବାଲିଗୁଡାରେ ପହଞ୍ଚିଥିଲେ। ଅପରାହ୍ନରେ ହେଲିକପ୍ଟର ଯୋଗେ ଆସିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ଜିଲ୍ଲାପାଳ ବେଦ…

ସାଡିଙ୍ଗିଆ ଠାରେ ୧୩୬ ବିଏସଏଫ୍‌ ବ୍ୟାଟାଲିୟନ୍‌ ପକ୍ଷରୁ ସିଭିକ୍‌ ଆକ୍ସନ୍‌ ପ୍ରୋଗ୍ରାମ୍‌ ଅନୁଷ୍ଠିତ

ବାଲିଗୁଡା ୦୯/୦୨: ସୁକାନ୍ତ କୁମାର ତ୍ରିପାଠୀ ୧୩୬ ନମ୍ବର ବିଏସଏଫ୍‌ ବ୍ୟାଟାଲିୟନ୍‌ର ‘ଡି’ କମ୍ପାନୀ ପକ୍ଷରୁ ସାଡିଙ୍ଗିଆ ଠାରେ ଆଜି ସଫଳତାର ସହିତ ଏକ ସିଭିକ୍‌ ଆକ୍ସନ୍‌ ପ୍ରୋଗ୍ରାମ୍‌ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ଟା ୩୦ ମିନିଟ୍‌ରୁ ଦିନ ୨ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଏହି…

ନୁଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ

ବାଲିଗୁଡା : ୦୯/୦୨: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲା ବାଲିଗୁଡା ନୁଆସାହି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେ ଜି ବି ଭି)ର ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ…

ରାଜ୍ୟସ୍ତରୀୟ ଫୁଟବଲ ଚାମ୍ପିଅନ୍‌ସିପ୍‌ରେ ଫୁଲବାଣୀ ବିଜୟୀ

ବାଲିଗୁଡ଼ା, ୯/୨ (ସୁକାନ୍ତ କୁମାର ତ୍ରିପାଠୀ):ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘର ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ଫୁଟବଲ ଚାମ୍ପିଅନ୍‌ସିପ୍–୨୦୨୬ର ପଞ୍ଚମ ଦିନରେ ଚତୁର୍ଥ କ୍ୱାର୍ଟରଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଛି।ଏହି ମ୍ୟାଚ୍‌ରେ…

ବାଲିଗୁଡ଼ାରେ ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ

ବାଲିଗୁଡ଼ା, ୦୯/୦୨: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ା ଯାତ୍ରା ପଡ଼ିଆରେ ଗତକାଲି ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଭବ୍ୟ ଭାବେ ଆରମ୍ଭ ହୋଇଛି। ମେଳାର ଉଦଘାଟନ ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରି…

ଜେଲକୁ ଫେରିଲେ ବିକ୍ରମ

ବ୍ରହ୍ମପୁର l ରାଜେନ୍ଦ୍ର ସାହୁ l ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ ହୋଇ ଜେଲରେ ଅଛନ୍ତି l ସ୍ବାସ୍ଥ୍ୟ ପରୀକ୍ଷା ନେଇ ତାଙ୍କୁ ବଡ ଡାକ୍ତରଖାନା ଅଣାଯାଇଥିଲା l ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ସେ ହସ୍ପିଟଲରୁ ଜେଲକୁ ଫେରିଛନ୍ତି l…

ଫେବୃଆରୀ ୧୨ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ପଥ ପ୍ରାନ୍ତ ସଭା

ବ୍ରହ୍ମପୁର, ନ୍ୟୁଜନର୍ଭ: ଶ୍ରମ କୋଡ଼ ବାତିଲ, ଫସଲର ସର୍ଵନିମ୍ନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଆଇନ, ନିଯୁକ୍ତି, ଦର କମାଅ, ମନରେଗା ପୁନଃ ପ୍ରଚଳନ, ସ୍ମାର୍ଟ ମିଟର ଓ ଏ ଏସ ଡ଼ି ବାତିଲ କର ଦାବିରେ ଆଗାମୀ ଫେବୃୟାରୀ ୧୨ ଧର୍ମଘଟକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେର୍ତ୍ତୃତ୍ୱ…
error: Content is protected !!