ଜେଲକୁ ଫେରିଲେ ବିକ୍ରମ

ବ୍ରହ୍ମପୁର l ରାଜେନ୍ଦ୍ର ସାହୁ l ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଗିରଫ ହୋଇ ଜେଲରେ ଅଛନ୍ତି l ସ୍ବାସ୍ଥ୍ୟ ପରୀକ୍ଷା ନେଇ ତାଙ୍କୁ ବଡ ଡାକ୍ତରଖାନା ଅଣାଯାଇଥିଲା l ପୋଲିସର କଡ଼ା ସୁରକ୍ଷା ମଧ୍ୟରେ ସେ ହସ୍ପିଟଲରୁ ଜେଲକୁ ଫେରିଛନ୍ତି l ସେତେବେଳେ ଗହଳଚହଳ ଦେଖାଦେଇଥିଲା l ଘଟଣା କୁମାର ପୂର୍ଣ୍ଣିମା ରାତିରେ ଘଟିଥିଲା l ଦୃର୍ବୁତ୍ତ ମାନେ ପୀତବାସଙ୍କ ଉପରକୁ ଗୁଳି କରି ଚମ୍ପଟ ମାରିଥିଲେ l

You might also like
error: Content is protected !!