ସାଡିଙ୍ଗିଆ ଠାରେ ୧୩୬ ବିଏସଏଫ୍‌ ବ୍ୟାଟାଲିୟନ୍‌ ପକ୍ଷରୁ ସିଭିକ୍‌ ଆକ୍ସନ୍‌ ପ୍ରୋଗ୍ରାମ୍‌ ଅନୁଷ୍ଠିତ

ବାଲିଗୁଡା ୦୯/୦୨: ସୁକାନ୍ତ କୁମାର ତ୍ରିପାଠୀ

୧୩୬ ନମ୍ବର ବିଏସଏଫ୍‌ ବ୍ୟାଟାଲିୟନ୍‌ର ‘ଡି’ କମ୍ପାନୀ ପକ୍ଷରୁ ସାଡିଙ୍ଗିଆ ଠାରେ ଆଜି ସଫଳତାର ସହିତ ଏକ ସିଭିକ୍‌ ଆକ୍ସନ୍‌ ପ୍ରୋଗ୍ରାମ୍‌ ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ଟା ୩୦ ମିନିଟ୍‌ରୁ ଦିନ ୨ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଥିଲା।କାର୍ଯ୍ୟକ୍ରମରେ ୧୩୬ ବିଏସଏଫ୍‌ ବ୍ୟାଟାଲିୟନ୍‌ର କମାଣ୍ଡାଣ୍ଟ ଶ୍ରୀ ମନସ ରଞ୍ଜନ ପଣ୍ଡା, ଦ୍ୱିତୀୟ କମାଣ୍ଡାଣ୍ଟ ଶ୍ରୀ ସତପାଲ ସିଂହ, ବି କମ୍ପାନୀର କମାଣ୍ଡର ଶ୍ରୀ ନିର୍ମଳ ଚନ୍ଦ୍ର ଦାସ, ଡି କମ୍ପାନୀର କମାଣ୍ଡର ଶ୍ରୀ ଅକ୍ଷୟ କୁମାର ସିଂହ, ଏସଆଇ/ଭିଜି ସଞ୍ଜୟ କୁମାର ଓ ଏଏସଆଇ/ଜି ଉପେନ୍ଦ୍ର ସିଂହ

ସାଡିଙ୍ଗିଆ ଠାରେ ୧୩୬ ବିଏସଏଫ୍‌ ବ୍ୟାଟାଲିୟନ୍‌ ପକ୍ଷରୁ ସିଭିକ୍‌ ଆକ୍ସନ୍‌ ପ୍ରୋଗ୍ରାମ୍‌ ଅନୁଷ୍ଠିତସାଡିଙ୍ଗିଆ ଠାରେ ୧୩୬ ବିଏସଏଫ୍‌ ବ୍ୟାଟାଲିୟନ୍‌ ପକ୍ଷରୁ ସିଭିକ୍‌ ଆକ୍ସନ୍‌ ପ୍ରୋଗ୍ରାମ୍‌ ଅନୁଷ୍ଠିତସାଡିଙ୍ଗିଆ ଠାରେ ୧୩୬ ବିଏସଏଫ୍‌ ବ୍ୟାଟାଲିୟନ୍‌ ପକ୍ଷରୁ ସିଭିକ୍‌ ଆକ୍ସନ୍‌ ପ୍ରୋଗ୍ରାମ୍‌ ଅନୁଷ୍ଠିତସାଡିଙ୍ଗିଆ ଠାରେ ୧୩୬ ବିଏସଏଫ୍‌ ବ୍ୟାଟାଲିୟନ୍‌ ପକ୍ଷରୁ ସିଭିକ୍‌ ଆକ୍ସନ୍‌ ପ୍ରୋଗ୍ରାମ୍‌ ଅନୁଷ୍ଠିତସାଡିଙ୍ଗିଆ ଠାରେ ୧୩୬ ବିଏସଏଫ୍‌ ବ୍ୟାଟାଲିୟନ୍‌ ପକ୍ଷରୁ ସିଭିକ୍‌ ଆକ୍ସନ୍‌ ପ୍ରୋଗ୍ରାମ୍‌ ଅନୁଷ୍ଠିତ

(ଅଫିସିଏଟିଂ ଇନ୍ସପେକ୍ଟର– ଜି) ଉପସ୍ଥିତ ଥିଲେ।ଏହି ସିଭିକ୍‌ ଆକ୍ସନ୍‌ ପ୍ରୋଗ୍ରାମ୍‌ରେ ମୋଟ ୪ ଜଣ ଅଧିକାରୀ, ୧୩ ଜଣ ଉପ-ଅଧିକାରୀ ଓ ୫୩ ଜଣ ଅନ୍ୟ ଶ୍ରେଣୀର କର୍ମଚାରୀ, ସମୁଦାୟ ୭୦ ଜଣ ବିଏସଏଫ୍‌ କର୍ମୀ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କ ସହ ବିଏସଏଫ୍‌ର ସମ୍ପର୍କ ଆହୁରି ସୁଦୃଢ଼ ହେବା ସହ ସାମାଜିକ ସଚେତନତା ବୃଦ୍ଧି ପାଇଥିବା ଦେଖାଯାଇଛି।

You might also like
error: Content is protected !!