ଖୋର୍ଦ୍ଧା,(ସଞ୍ଜୀବ କୁମାର):-
OCS (ମେନ୍ ପରୀକ୍ଷା)କୁ ନେଇ ସତ୍ୟପାଠ ମାଗିଲେ ହାଇକୋର୍ଟ ‘ଅର୍ଣ୍ଣବ’ ସତ୍ତ୍ୱେ ପରୀକ୍ଷା ପରିଚାଳିତ ହୋଇଥିବାରୁ ସତ୍ୟପାଠ ମାଗିଲେ ପରୀକ୍ଷା ପରିଚାଳନା କରା ଯାଇଥିଲା ଜଣାଇବାକୁ ନିର୍ଦ୍ଦେଶ ଶୁକ୍ରବାର ସୁଦ୍ଧା ଜଣାଇବାକୁ ରାଜ୍ୟ ସରକାର ଓ OPSCକୁ ନିର୍ଦ୍ଦେଶ ରୁଜୁ ଜନସ୍ୱାର୍ଥ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ
