ରାୟଗଡ଼ା ଧର୍ମପ୍ରଦେଶ ଓ ସ୍ୱାଦସଂସ୍ଥା ମିଳିତ ଆନୁକୁଲ୍ୟରେ ସଚେତନତା କାର୍ଯକ୍ରମ ଅନୁଷ୍ଠିତ

ଚନ୍ଦ୍ରପୁର l ୧l୧୧l୨୬ l କୈଳାସ ମାଳବିଶୋଇ ll ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା କ୍ୟାଥୋଲିକ ଚର୍ଚ୍ଚ ପରିଷରରେ ମୁଖ୍ୟ ଯାଜକ ଫାଦେର ଶାନ୍ତି ଚନ୍ଦନ ପାଣି DIOCESE OF RAYAGADA - SWAD ( ରାୟଗଡ଼ା ଧର୍ମପ୍ରଦେଶ ଓ ସ୍ୱାଦସସ୍ଥ୍ୟା ) ଙ୍କ ନେତୃତ୍ବରେ ସଂଖ୍ୟାଲଘୁ…

ବନ୍ୟା ବିପନ୍ନଙ୍କ ଦୁଃଖ ବୁଝିଲେ ସାଂସଦ ପ୍ରତିନିଧି ମୀନା ସାମନ୍ତରାୟ

ଚିକିଟି l ଗଞ୍ଜାମ ଜ଼ିଲ୍ଲା ଜଗନ୍ନାଥ ନାୟକ ll ଚ଼ିକଟି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କ ସମସ୍ୟା ବୁଝିଲେ ସାଂସଦ ପ୍ରତିନିଧି ତଥା ନାରୀ ନେତ୍ରୀ ମୀନା ସାମନ୍ତରାୟ।ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋବିନ୍ଦନଗର ପଞ୍ଚାୟତର ରାଧାମୋହନପୁର, କନାଡ଼, ଝରାପଲ୍ଲୀ, ଲଲମେଟ…

ବନ୍ୟାଞ୍ଚଳ ପରିଦର୍ଶନ କଲେ ବିଜେଡ଼ିର ପ୍ରତିନିଧି ଦଳ

ଚିକିଟି, ଗଞ୍ଜାମଜ଼ିଲ୍ଲା l ଜଗନ୍ନାଥ ନାୟକ l ଚ଼ିକିଟି ଗଞ୍ଜାମ ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ଗଞ୍ଜାମ ଜିଲ୍ଲାର ଚିକିଟି, ପାତ୍ରପୁର, ଆସିକା, ହିଞ୍ଜିଳିକାଟୁ, ଶେରଗଡ଼ ଓ ପୁରୁଷୋତ୍ତମପୁର ଅଞ୍ଚଳରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବଂ କ୍ଷୟକ୍ଷତିର ଅନୁଧ୍ୟାନ କରିବା ପାଇଁ ପୂର୍ବତନ…

ବାତ୍ୟା ବିପନ୍ନଙ୍କ ପାଖରେ କଂଗ୍ରେସ ପ୍ରଭାବିତ ପରିବାରଙ୍କୁ ରିଲିଫ ବଣ୍ଟନ

ଚିକିଟି l ଗଞ୍ଜାମଜ଼ିଲ୍ଲା l ଜଗନ୍ନାଥ ନାୟକ ll ଚ଼ିକିଟି ବାତ୍ୟା ଅର୍ଣ୍ଣବ ଓ ଲଗାଣ ବର୍ଷାରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଚିକିଟି ବ୍ଲକ ଅନ୍ତର୍ଗତ ସୁନାପୁର ପଞ୍ଚାୟତର ସୁନାପୁର ଅଞ୍ଚଳରେ ବିପନ୍ନଙ୍କ ସହାୟତା ପାଇଁ ଆଗେଇ ଆସିଛି କଂଗ୍ରେସ। ପ୍ରଭାବିତ ପରିବାରମାନଙ୍କ…

ମା’ ବାଳେଶ୍ୱରୀ ପୀଠକୁ ଯିବା ରାସ୍ତା ବିପର୍ଯ୍ୟସ୍ତ, ପାହାଡ଼ ଉପରକୁ ଯାତାୟାତ ବନ୍ଦ; ଶ୍ରଦ୍ଧାଳୁ ନିରାଶ

ଦିଗପହଣ୍ଡି l ଗଞ୍ଜାମଜ଼ିଲ୍ଲା l ଜଗନ୍ନାଥ ନାୟକ l ଗଞ୍ଜାମ ଜ଼ିଲ୍ଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାହାଡ଼ ଉପରେ ଅବସ୍ଥିତ ମା’ ବାଳେଶ୍ୱରୀ ପୀଠକୁ ଯିବା ରାସ୍ତା ମାଟି ଅତଡ଼ା ଖସିବା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଛି। ରାସ୍ତାର ଦୟନୀୟ ଅବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ…

ଭାରତ ପର୍ବ ୨୦୨୬ ଅବସରରେ ଏକତା ନଗରରେ ସିସିଆଇସି ପାଭିଲିୟନ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,(ପିଆଇବି):- ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରଣାଳୟ ଅଧୀନସ୍ଥ ଏକ ଉଦ୍ୟୋଗ, ‘ସେଣ୍ଟ୍ରାଲ କଟେଜ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (ସିସିଆଇସି), ଗୁଜରାଟର କେଭାଡିଆ ସ୍ଥିତ ଏକତା ନଗରରେ ଚାଲିଥିବା ‘ଭାରତ ପର୍ବ ୨୦୨୬’ ରେ ଅଂଶଗ୍ରହଣ କରିଛି । ୩୦ ଅକ୍ଟୋବର…

ଭିଜିଲାନ୍ସ ସଚେତନତା ଜନଜାଗରଣ ନିମନ୍ତେ ଏମ୍ସ ଭୁବନେଶ୍ବର ପକ୍ଷରୁ ୱାକାଥନ୍ ଆୟୋଜିତ

ଭୁବନେଶ୍ୱର,(ପିଆଇବି):- ଭିଜିଲାନ୍ସ ସଚେତନତା ସପ୍ତାହ ୨୦୨୬' ପାଳନ ଅବସରରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ଏକ 'ୱାକାଥନ୍' (ପଦଯାତ୍ରା) ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତର, ଅଧ୍ୟାପକ, ଅଧ୍ୟାପିକା, ଅଧିକାରୀ, କର୍ମଚାରୀ ତଥା ମେଡିକାଲ୍, ନର୍ସିଂ ଏବଂ ପାରାମେଡିକାଲ୍…

ବିଏସଏନଏଲ ଏବଂ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ମିଳିତ ସହଯୋଗରେ କର୍କଟ ଓ ଏଚପିଭି ସ୍କ୍ରିନିଂ ଶିବିର

ଭୁବନେଶ୍ୱର,(ପିଆଇବି):- ସ୍ତନ କର୍କଟ ସଚେତନତା ମାସ ("ପିଙ୍କ୍ ଅକ୍ଟୋବର") ଉପଲକ୍ଷେ ଭୁବନେଶ୍ୱରସ୍ଥିତ ବିଏସଏନଏଲ ଓଡ଼ିଶା ସର୍କଲ ମୁଖ୍ୟ କାର୍ଯ୍ୟାଳୟରେ କ୍ରିୟା ଫାଉଣ୍ଡେସନ୍, ବିଏସଏନଏଲ ଏବଂ ଓଡ଼ିଶା ସରକାରଙ୍କ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ର ମିଳିତ ଆନୁକୂଲ୍ୟରେ ଏକ ବ୍ୟାପକ କର୍କଟ…

ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ‘ଏକତା ଦୌଡ଼’ ର ଶୁଭାରମ୍ଭ କଲେ ଗୃହମନ୍ତ୍ରୀ

ଭୁବନେଶ୍ୱର,(ପିଆଇବି):- କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜୟନ୍ତୀରେ 'ରାଷ୍ଟ୍ରୀୟ ଏକତା ଦିବସ' ଅବସରରେ ଆୟୋଜିତ 'ଏକତା ଦୌଡ଼' କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ…

ନଭେମ୍ବର ୨ ରୁ ୨୧ ଯାଏ ମାଟ୍ରିକ୍‌ ପରୀକ୍ଷା ଫର୍ମଫିଲପ୍, ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ଫର୍ମ ପୂରଣ କରିବେ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ୨୦୨୭ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା ଯଥା ମାଟ୍ରିକ୍ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷା ପାଇଁ ଫର୍ମ ପୂରଣ ଲାଗି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଆହ୍ୱାନ କରିଛି । ଫର୍ମ ପୂରଣ ଲାଗି ନଭେମ୍ବର ୨ ତାରିଖରୁ ୨୧ ତାରିଖ ଯାଏ ସମୟ ଧାର୍ଯ୍ୟ ରହିଛି ।…
error: Content is protected !!