ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁଲେ SI

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଭିଜିଲାନ୍ସକୁ ଦେଖି ପୋଖରୀକୁ ଡେଇଁଲେ ମହୁଲପାଲି SI-୧୦ ହଜାର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ପଞ୍ଝାରେ SI ସୁଜିତ ମହାନ୍ତ-ପୋଖରୀରୁ SIଙ୍କୁ ଉଦ୍ଧାର କରି ଲାଞ୍ଚ ଟଙ୍କା ଜବତ କଲା ଭିଜିଲାନ୍ସ-ଏକ ମାମଲାକୁ ରଫାଦଫା କରିବା ପାଇଁ ଲାଞ୍ଚ ନେଇ ଧରାପଡିଲେ-ଥାନା ପରିସର SIଙ୍କ ରେଷ୍ଟରୁମରୁ ୧ ଲକ୍ଷ ୫୫ ହଜାର ଟଙ୍କା ମଧ୍ୟ ଜବତ

Smart Computer Ad
You might also like
error: Content is protected !!