୫.୫୬ କୋଟି ଠକେଇ ଅଭିଯୁକ୍ତ ବାପାମା’ ଗିରଫ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଯାଜପୁର କୋରେଇ BEO ଅଫିସରୁ ୫.୫୬ କୋଟି ଠକେଇ ମାମଲା ଫେରାର ଅଭିଯୁକ୍ତ ବାପା-ମା’ଙ୍କୁ ଗିରଫ କଲା ଭିଜିଲାନ୍ସ ଭଦ୍ରକ ଚରମ୍ପାରୁ ଉଭୟଙ୍କୁ ଗିରଫ କଲା ଭିଜିଲାନ୍ସ ଗତକାଲି ପୁଅ ମାତୃପ୍ରସାଦ ମହାନ୍ତି ଗିରଫ ହୋଇଥିଲା। ଘରୋଇ ବ୍ୟାଙ୍କ୍ ଭଦ୍ରକ ଶାଖା ମୁଖ୍ୟ ଥିଲେ ମାତୃପ୍ରସାଦ ମହାନ୍ତି

You might also like
error: Content is protected !!