ପବିତ୍ର ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପଣା ସଂକ୍ରାନ୍ତି ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ…

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ପବିତ୍ର ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପଣା ସଂକ୍ରାନ୍ତି ଏହି ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ନିରାମୟ ଆଣିଦେଉ। ଘରେ ଘରେ ପଣା ଭୋଗ ସହ ନୂଆ ପାଞ୍ଜି ପୂଜା ପୂର୍ବକ ଏହି ପାରମ୍ପରିକ ଦିନଟିକୁ ଆନନ୍ଦରେ ପାଳନ କରନ୍ତୁ।

ଓଡିଶା ସେବାନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚର କାର୍ଯ୍ୟ କାରୀଣି ବୈଠକ

ଭୁବନେଶ୍ୱର,(ବିଚିତ୍ର ସାହୁ):- ଓଡିଶା ସେବା ନିବୃତ୍ତ କର୍ମଚାରି ଓ ଶିକ୍ଷକ ବିକାଶ ମଞ୍ଚର କାର୍ଯ୍ୟକାରୀ କମିଟିର ଏକ ବୈଠକ ଭୁବନେଶ୍ୱର କର୍ମଚାରୀ ଭବନ ଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଗତ ମାର୍ଚ୍ଚ 25 ତାରିଖରେ ସର୍ବଭାରତୀୟ ପେନସନର୍ସ ଫେଡେରେସନ ଡାକରାରେ ସମଗ୍ର ଭାରତ…

୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ଉଦଯାପିତ : ଯାତ୍ରା ସାରି ମନ୍ଦିର ଫେରିଲେ ମା’ ଦକ୍ଷିଣକାଳୀ

ବାଲିଗୁଡା,୧୩/୦୪: ସୁକାନ୍ତ କୁମାର ତ୍ରିପାଠୀ କନ୍ଧମାଳ ଜିଲ୍ଲାର ବାଲିଗୁଡା ଓ ଏହାର ଆସପାସ ଅଞ୍ଚଳରେ ଚଳିତ ମାସର ୧ ତାରିଖରୁ ଆରମ୍ଭ ହୋଇଥିବା ୧୩ ଦିନିଆ ମାସନ୍ତ ମେରୁ ଦଣ୍ଡଯାତ୍ରା ସୋମବାର ସନ୍ଧ୍ୟାରେ ଭକ୍ତିମୟ ପରିବେଶରେ ଶେଷ ହୋଇଯାଇଛି।ସ୍ଥାନୀୟ ମା' ଦକ୍ଷିଣକାଳୀ ମନ୍ଦିର ପରିସରରେ…

ସବୁକଲେଜରେହେବICC

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ସପ୍ତାହେ ଭିତରେ ସମସ୍ତ କଲେଜରେ 'ଆଭ୍ୟନ୍ତରୀଣ ଅଭିଯୋଗ କମିଟି' ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଜାରି ହେଲା କଡ଼ା ଚିଠି,ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ପଦକ୍ଷେପ ନେବାକୁ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡା,୧୧/୦୪: ସୁକାନ୍ତ କୁମାର ତ୍ରିପାଠୀ ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦଙ୍କ ଦ୍ୱାରା ଚୟନିତ ହୋଇ କନ୍ଧମାଳ ଜିଲ୍ଲାର ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପାଇଁ ଅନଲାଇନ ମୂଲ୍ୟାୟନ କେନ୍ଦ୍ର ଆରମ୍ଭ ହୋଇଛି।…

ଏପ୍ରିଲ ୧୨ ଏବଂ ୧୩ରେ ଭୁବନେଶ୍ୱରରେ ‘ମାଇଁ ଭାରତ ବଜେଟ୍ କ୍ୱେଷ୍ଟ ୨୦୨୬” ର ଗ୍ରାଣ୍ଡ ଫିନାଲେ

ଭୁବନେଶ୍ୱର,(ପିଆଇବି) ଭାରତ ସରକାରଙ୍କ ଯୁବ ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ମାଇଁ ଭାରତ, ଭୁବନେଶ୍ୱର ଏପ୍ରିଲ ୧୨ – ୧୩ ରେ "ମାଇଁ ଭାରତ ବଜେଟ୍ କ୍ୱେଷ୍ଟ ୨୦୨୬" ର ଗ୍ରାଣ୍ଡ ଫିନାଲେ ଆୟୋଜନ କରିବ। ଏହା ଶିକ୍ଷା 'ଓ' ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବ…

ଖୋର୍ଦ୍ଧା ରୋଡ୍‌ ମଣ୍ଡଳ ରେଳ ହସ୍ପିଟାଲରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧା ରୋଡ୍‌ ମଣ୍ଡଳ ସ୍ଥିତ ରେଳ ହସ୍ପିଟାଲରେ “ସ୍ୱାସ୍ଥ୍ୟ ପାଇଁ ଏକାଠି: ବିଜ୍ଞାନ ସହିତ ଠିଆ ହେବା” ଆଧାରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ସ୍ୱାସ୍ଥ୍ୟସେବା ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ଉନ୍ନତିରେ ବୈଜ୍ଞାନିକ ପ୍ରଗତିର ଭୂମିକା…

ଓଡିଆ ପକ୍ଷ ଅବସରରେ ଯୁବ ରେଡକ୍ରସ୍ ଓ ଏନ୍‌ଏସ୍‌ଏସ୍‌ର ରକ୍ତଦାନ ଶିବିର, ୧୫ ୟୁନିଟ୍ ରକ୍ତ ସଂଗ୍ରହ

ବାଲିଗୁଡା,୦୮/୦୪ ସୁକାନ୍ତ କୁମାର ତ୍ରିପାଠୀ ଓଡିଆ ପକ୍ଷ ଅବସରରେ ବାଲିଗୁଡା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)ର ଯୁକ୍ତ ପ୍ରଚେଷ୍ଟାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିରରେ ସମୁଦାୟ ୧୫ ୟୁନିଟ୍ ରକ୍ତ ସଂଗ୍ରହ…

ଭୁବନେଶ୍ୱରରେ ତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ୱର,(ପି.ଆଇ.ବି):- ଦେଶବ୍ୟାପୀ ପାଳନ କରାଯାଉଥିବା ସାଧନା ସପ୍ତାହ (୨-୮ ଏପ୍ରିଲ, ୨୦୨୬) ଅଧିନରେ ଭୁବନେଶ୍ବର କୃଷିଭବନଠାରେ ‘ତୃଣମୂଳ ଶାସନ ପାଇଁ ଦକ୍ଷତା ବିକାଶର ପୁନଃକଳ୍ପନା’ ଶୀର୍ଷକରେ ଏକ ଉଚ୍ଚସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। କ୍ୟାପାସିଟି ବିଲଡିଂ କମିଶନ (ସିବିସି),…

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଇଁ ୭୫ ଦିନିଆ କାଉଣ୍ଟଡାଉନ୍ ଆରମ୍ଭ

ଭୁବନେଶ୍ୱର,(ପି.ଆଇ.ବି):- ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ (ଏମଡିଏନଆଇୱାଇ), ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆଜି ମହାରାଷ୍ଟ୍ରର ବୁଲଧାନା ଜିଲ୍ଲା ଲୋନାରସ୍ଥିତ ଛତ୍ରପତି ଶ୍ରୀ ଶିବାଜୀ ମହାରାଜ ଉଦ୍ୟାନଠାରେ ଯୋଗ ମହୋତ୍ସବ - ୨୦୨୬ ଆୟୋଜନ କରାଯାଇଥିଲା। ତ୍ରିକୋଣାସନ ପ୍ରଦର୍ଶନ…
error: Content is protected !!