ପବିତ୍ର ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପଣା ସଂକ୍ରାନ୍ତି ଅବସରରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ
ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ପବିତ୍ର ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପଣା ସଂକ୍ରାନ୍ତି ଏହି ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ନିରାମୟ ଆଣିଦେଉ। ଘରେ ଘରେ ପଣା ଭୋଗ ସହ ନୂଆ ପାଞ୍ଜି ପୂଜା ପୂର୍ବକ ଏହି ପାରମ୍ପରିକ ଦିନଟିକୁ ଆନନ୍ଦରେ ପାଳନ କରନ୍ତୁ।