ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ସପ୍ତାହେ ଭିତରେ ସମସ୍ତ କଲେଜରେ ‘ଆଭ୍ୟନ୍ତରୀଣ ଅଭିଯୋଗ କମିଟି’ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ଜାରି ହେଲା କଡ଼ା ଚିଠି,ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ,ସମୟସୀମା ମଧ୍ୟରେ କମିଟି ଗଠନ ନକଲେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଆଡମିଶନ ବନ୍ଦ,କ୍ୟାମ୍ପସରେ ମହିଳାଙ୍କ ସୁରକ୍ଷା ଓ ଅଭିଯୋଗର ସମାଧାନ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ,ନିର୍ଦ୍ଦେଶ ପାଳନ ନକଲେ ଶିକ୍ଷାନୁଷ୍ଠାନ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ।
