ଯୁବକଙ୍କ ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ଜଟଣୀ ସୀତାରାମ ଛକ ନିକଟ ମାର୍କେଟ କମ୍ପେକ୍ସ ରୁ ଯୁବକଙ୍କ ସନ୍ଦେହ ଜନକ ମୃତ ଦେହ ଉଦ୍ଧାର। ମୃତ ଯୁବକ ଜଣଙ୍କ ହେଉଛନ୍ତି ଜଟଣୀ ହାଟ ବଜାରର ଏ. ପ୍ରକାଶ ରାଓ। ମୃତ୍ୟୁ ର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରକାଶ ଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି। ଜଟଣୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Smart Computer Ad
You might also like
error: Content is protected !!