ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଓଡ଼ିଶା ଅପପୁଷ୍ଟି ଲଢେଇରେ ଆଉ ଏକ ବଡ଼ ପଦକ୍ଷେପ ଅଣ୍ଡରୱେଟ ଶିଶୁଙ୍କ ଜଳଖିଆ ଖର୍ଚ୍ଚକୁ ବୃଦ୍ଧି କଲେ ରାଜ୍ୟ ସରକାର ଜଳଖିଆ ଖର୍ଚ୍ଚ ୮ରୁ ୧୨ ଟଙ୍କାକୁ ବୃଦ୍ଧି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାର ୬ ଟଙ୍କାକୁ ମିଶାଇ ୧୮ ଟଙ୍କା ଦିଆଯିବ ରାଜ୍ୟରେ ୩୫ ହଜାର ଶିଶୁ ସିଭିଅର ଅଣ୍ଡରରେଟ ଅଛନ୍ତି’ ଶିଶୁର ପ୍ରଥମ ୧୦୦୦ ଦିନ ପୋଷଣ ଆଧାରିତ ଡିଜିଟାଲ ବୁକଲେଟ୍ ଉନ୍ମୋଚନ ‘ଏହା ଓଡ଼ିଶାକୁ ୨୦୩୬ ସୁଦ୍ଧା ପୋଷଣ ଯୁକ୍ତ କରିବାରେ ସହାୟକ ହେବ’