ନୂଆ CBSE ମୁଖ୍ୟଙ୍କୁ ନିଯୁକ୍ତି ରାଜ୍ୟ By News Nerve Posted On Jun 3, 2026 Share ଖୋର୍ଦ୍ଧା,(ସଞ୍ଜୀବ କୁମାର):- ନୂଆ CBSE ମୁଖ୍ୟଙ୍କୁ ନିଯୁକ୍ତି ଦେଲେ କେନ୍ଦ୍ର ସରକାର ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମ ହେଲେ CBSE ଅଧ୍ୟକ୍ଷ ୨୦୦୧ ବ୍ୟାଚ୍ର ବରିଷ୍ଠ ଆଇଏଏସ ଅଧିକାରୀ ପ୍ରଶାନ୍ତ ସୀତାରାମ ରାହୁଲ ସିଂଙ୍କ ବଦଳି ପରେ ପ୍ରଶାନ୍ତ ସୀତାରାମଙ୍କୁ ନିଯୁକ୍ତି Share