JEE ଆଡ୍‌ଭାନ୍ସଡ ରେଜଲ୍ଟ

ଖୋର୍ଦ୍ଧା,(ସଞ୍ଜୀବ କୁମାର):-

ପ୍ରକାଶ ପାଇଲା ୨୦୨୬ JEE ଆଡ୍‌ଭାନ୍ସଡ ରେଜଲ୍ଟ IIT ଦିଲ୍ଲୀ ଜୋନ୍‌ରୁ ଶୁଭମ କୁମାର ଟପ୍ପର ୩୬୦ରୁ ୩୩୦ ନମ୍ବର ରଖି ଶୁଭମ ଟପ୍ପର ଓଡ଼ିଶାରୁ ଭବେଶ ପାତ୍ର ଟପ୍ପର ଅଲ୍‌ ଇଣ୍ଡିଆ ରାଙ୍କ ୨୯ ରଖି ଓଡ଼ିଶା ଟପ୍ପର ଭବେଶ ମୋଟ୍ ୧.୭୯ ଲକ୍ଷ ପରୀକ୍ଷା ଦେଇଥିଲେ, ୫୬,୮୮୦ କୃତକାର୍ଯ୍ୟ

You might also like
error: Content is protected !!