୫ ଜୁନ ବିଶ୍ୱ ପରିବେଶ ଦିବସ ପାଳନ ଉପଲକ୍ଷେ ବୃକ୍ଷ ରୋପଣ

ବ୍ରହ୍ମପୁର,(ବିଚିତ୍ର ସାହୁ):-

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ଓ ଜିଲ୍ଲା ସଭାପତି ଶ୍ରୀ ସରୋଜ କୁମାର ସାବତ ଙ୍କ ନିର୍ଦେଶ କ୍ରମେ ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ତରଫରୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ମଣ୍ଡଳ ରେ ଜିଲ୍ଲା କୃଷକ ସଭାପତି ଶ୍ରୀ ସୂର୍ଯ୍ୟନାରୟଣ ଦାସ ଙ୍କ ନେତୃତ୍ୱ ରେ ଗସେଇନୂଆଗାଁ ମଣ୍ଡଳ,ପୁରୁଣା ବ୍ରହ୍ମପୁର ମଣ୍ଡଳ,ଗେଟ ବଜାର ମଣ୍ଡଳ,ଆସ୍କା ରୋଡ଼ ମଣ୍ଡଳ,କମାପଲ୍ଲୀ ମଣ୍ଡଳ ରେ ବୃକ୍ଷ ରୋପଣ କରାଯାଇଥିଲା ଉପସ୍ଥିତ ଥିଲେ ବିଧାୟକ ଙ୍କ ପ୍ରତିନିଧି ପ୍ରଦୀପ ନାୟକ,ଶିବ ପ୍ରସାଦ ଦାସ,ଗସେଇନୂଆଗାଁ ମଣ୍ଡଳ ସଭାପତି ବର୍ଷାବିଦୁସ୍ମିତା,ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି ରିତା ସେଠି,ଗେଟ ବଜାର ମଣ୍ଡଳ ସଭାପତି ବିକ୍ରମ ଦାସ,ଶିବ ଯାଦବ,ବଦ୍ରି ନାୟକ, ସାମ୍ବାଦିକ ସୁରେଶ ଚନ୍ଦ୍ର ତ୍ରିପାଠୀ,ରବୀନ୍ଦ୍ର ମହାରଣା ଗସେଇନୂଆଗାଁ କୃଷକ ମଣ୍ଡଳ ସଭାପତି ,ପ୍ରମୋଦ ପାଢ଼ୀ,ଟୁକୁନା ନାୟକ,ରବୀନ୍ଦ୍ର ସାହୁ,ଦିୱାନ ସ୍ୱାମୀ,ବିନୋଦ ସିଂ,ପ୍ରଫୁଲ୍ଲ ଭୁଆଁ,ଦେବାଶିଷ ସାହୁ,ନାରାୟଣ ଚୌଧୁରୀ,ପ୍ରଶାନ୍ତ ସ୍ୱାଇଁ,ମୋହନ ସାହୁ,ଯୁବ ମୋର୍ଚ୍ଚା,ତ୍ରିପତି ବଡ଼ତ୍ୟା,ବାଲ୍ୟ ପାତ୍ର,ଶ୍ରୀଧର ବେହେରା,ଅଜିତ ସାହୁ,ଗଦାଧର ସାହୁ,ପ୍ରମିଳା କୁମାର ପଟ୍ଟନାୟକ,ରୋସିନି ପୃଷ୍ଟି,ସିଲ୍ଲା ଶିବ ପ୍ରସାଦ,ଏଲ ଗୋପି,ୱାଇ ଶିବା,ମୁନା ବେଗ୍ ଜିଲ୍ଲା ସଂଖ୍ୟାଲଘୁ ସଭାପତି,ଏସ ଫାୟାଜ,ଏସ କେ ସତାର,ଏମ ଡି ଖଲିଫ,ସାୟାଦ ନଫିକ,ସାୟାଦ ଆନିସ୍,ଅଶିକବେଗ୍ ,ବୁଡୁ ପାତ୍ର,କୃଷ୍ଣ ପାଢ଼ୀ,ଶଙ୍କର ଡାକୁଆ,ଶିଶିର କୁମାର ସାହୁ,କିରଣ କୁମାର ସାହୁ,କମାପଲ୍ଲୀ କୃଷକ ମଣ୍ଡଳ ସଭାପତି,ଙ୍କ ସମେତ ବ୍ରହ୍ମପୁର ର ଜନସାଧାରଣ ଓ ଅଂଚଳ ବାସୀ ବିଭିନ୍ନ ମଣ୍ଡଳ ରେ ୫୦ ରୁ ଉର୍ଦ୍ଧ ବୃକ୍ଷ ରୋପଣ କରିଥିଲେ ବ୍ରହ୍ମପୁର କୁ ସବୁଜ ସୁନ୍ଦର କରିବା ପାଇଁ ସଂକଳ୍ପ ନେଇଥିଲେ ।

You might also like
error: Content is protected !!