ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ "ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ" ବିଷୟବସ୍ତୁ ଆଧାରରେ ଖୋର୍ଦ୍ଧା ରୋଡ଼ ସ୍ଥିତ ପୂର୍ବତଟ ରେଳବାଇ କ୍ରୀଡ଼ା ସଂଘ ଷ୍ଟାଡିୟମଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଶାରୀରିକ ସ୍ୱାସ୍ଥ୍ୟ, ମାନସିକ କଲ୍ୟାଣ ଏବଂ…

ବାଲିଗୁଡା ଉପଖଣ୍ଡରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବାଲିଗୁଡା, ୨୧/୦୬/ : ବାଲିଗୁଡା ଉପଖଣ୍ଡ ପ୍ରଶାସନ ପକ୍ଷରୁ ରବିବାର ସ୍ଥାନୀୟ ଏନଏସି ଟାଉନହଲ୍‌ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ବାଲିଗୁଡା ବିଡିଓ ଶ୍ରୀ ଅକ୍ଷୟ କୁମାର ମଲ୍ଲିକଙ୍କ ଆୟୋଜନ ଓ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…

ବାଲିଗୁଡ଼ା ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ବାଲିଗୁଡ଼ା, ୨୧/୦୬/ : ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡ଼ା ସହରର କଟାରି ସାହି ନିକଟସ୍ଥ କନ୍ଧମାଳ ମହିଳା ମଣ୍ଡଳ ଦ୍ୱାରା ପରିଚାଳିତ ଖଲି ଗୋଦାମରେ ରବିବାର ଭୋର ପ୍ରାୟ ୩ଟା ସମୟରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ନଷ୍ଟ…

ଆଦିବାସୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଯୋଗ ଦିବସ ପାଳିତ

ବାଲିଗୁଡା, ୨୧ /0୬ସୁକାନ୍ତ କୁମାର ତ୍ରିପାଠୀ ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍ ଆନୁକୂଲ୍ୟରେ ବିଶ୍ୱ ଯୋଗ ଦିବସ ଶନିବାର ସକାଳେ ଉତ୍ସାହର ସହ ପାଳନ କରାଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ସାମୂହିକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜିତ…

ବରଯାତ୍ରୀ ଆସି ରାସ୍ତା ପାର୍ଶ୍ଵ ରେ ଥିବା କୂଅରେ ପଡି ଯୁବକ ଙ୍କ ମୃତ୍ୟୁ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ବୁଢାପଡା କୁ ଗତକାଲି ବରଯାତ୍ରୀ ଆସି ରାସ୍ତା ପାର୍ଶ୍ଵ ରେ ଥିବା କୂଅରେ ପଡି ଯୁବକ ଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କେନ୍ଦ୍ରାପଡା ମହାକାଳପଡ଼ା ସୁବଳ ଅଞ୍ଚଳର ଜଗବନ୍ଧୁ ସ୍ୱୟଂ। ସକାଳୁ ସ୍ଥାନୀୟ ଲୋକ କୂଅରେ ଯୁବକ…

ସରକାରଙ୍କ ବଡ଼ ପଦକ୍ଷେପ, ୧୬ଟି ଔଷଧ ଉପରେ ଲାଗିଲା ପ୍ରତିବନ୍ଧକ

ଖୋର୍ଦ୍ଧା,(ସଞ୍ଜୀବ କୁମାର):- ରୋଗୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ବଜାରରେ ବିକ୍ରି ହେଉଥିବା ୧୬ଟି ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (FDC) ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଡ୍ରଗ୍ସ ଆଣ୍ଡ୍ କସମେଟିକ୍ସ…

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ୨୩ତମ କିସ୍ତି ଗଞ୍ଜାମ ଜିଲ୍ଲା ର ୧,୭୦,୨୯୫ହିତାଧିକାରୀ ଙ୍କୁ ବିତରଣ

ଛତ୍ରପୁର,(ବିଚିତ୍ର ସାହୁ):- ଗଞ୍ଜାମ ଜିଲ୍ଲାର ୧, ୭୦, ୨୯୫ ଜଣ ହିତାଧିକାରୀଙ୍କୁ ମିଳିଲା ୩୪ କୋଟି ୫ଲକ୍ଷ ୯୦ ହଜାର ଟଙ୍କା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ)ର ୨୩ତମ କିସ୍ତି ପ୍ରଦାନ କରାଯାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ଯୋଗ୍ୟ କୃଷକ…

ବିକାଶର ଧାରା ଓଡିଶା ସାରା କୃଷକଙ୍କ କର୍ମଶାଳା

ବ୍ରହ୍ମପୁର,(ବିଚିତ୍ର ସାହୁ):- ସରକାର ଙ୍କ ବିକାଶଧାରା ରେ ବିଗତ କୃଷକ ମୋର୍ଚ୍ଚା ସଭାପତି,ରାଜ୍ୟ ସଭାପତି ମନମୋହନ ସାମଲ ନେତୃତ୍ୱ ରେ ଓଡିଶା ର ପ୍ରତେକ ବ୍ଲକ ରେ ଚାଷୀ ମାନଙ୍କୁ ନେଇ ଜୈବିକ ଚାଷ ଓ ସରକାର ଚାଷୀଙ୍କ ପାଇଁ ଆସୁଥିବା ସୁବିଧା କୁ ପ୍ରତୀକ ଚାଷୀଙ୍କ ପାଖରେ କିପରି ଉପଲଧ୍…

ଡିସିବି ବ୍ୟାଙ୍କ ପକ୍ଷରୁ ପିତୃ ଦିବସ ପାଳନ, ଗ୍ରାହକଙ୍କୁ ବ୍ୟାଙ୍କିଂ ସେବା ସମ୍ପର୍କରେ ସଚେତନତା

ବାଲିଗୁଡା, ୨୦/୦୬ : ସୁକାନ୍ତ କୁମାର ତ୍ରିପାଠୀ ଡିସିବି ବ୍ୟାଙ୍କ ଶାଖା ପରିସରରେ ପିତୃ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୧୦ ଜଣ ଗ୍ରାହକ ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ଶାଖା ପ୍ରବନ୍ଧକ ଅରୁଣ ପ୍ରସାଦ ସାହୁ ପିତୃ ଦିବସର ଗୁରୁତ୍ୱ ଓ…

କଣ୍ଟିଲୋ କଂସା ପିତ୍ତଳ କାରିଗର ଙ୍କ କୃତିତ୍ୱ : ନିର୍ମାଣ କଲେ ୯ ଫୁଟ ର ସିଂହାସନ

ନୟାଗଡ଼(ପ୍ରଭାକର ଶିରୋମଣି):-  କଣ୍ଟିଲୋ ଗ୍ରାମ ର କଂସା ବାସନ ର ଉତ୍ତମ ଗୁଣବତ୍ତା ପାଇଁ ସ୍ୱତନ୍ତ୍ର ପରିଚୟ ରହିଛି। ତେବେ ଏହି ଶିଳ୍ପ ବିଭିନ୍ନ କାରଣ ରୁ ସଂକୁଚିତ ହୋଇ ପଡିଥିବାବେଳେ ନିର୍ଦିଷ୍ଟ କାରିଗର ଏବେ ବି ସେମାନଙ୍କ କଳା ନୈପୂଣ୍ୟ ର ନିଦର୍ଶନ ପ୍ରଦର୍ଶିତ କରିବା ସହିତ ଗ୍ରାମ…
error: Content is protected !!