ସୁକୁଣ୍ଡା ଗ୍ରାମ ସ୍ଥିତ ଅଘୋରୀ ମଠ ରେ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନ ଙ୍କ ଆଡ଼ମ୍ବର ସହିତ ରଥ ଟଣା ହୋଇଥିଲା

ବ୍ରହ୍ମପୁର,(ବିଚିତ୍ର ସାହୁ):-

ସୁକୁଣ୍ଡା ଗ୍ରାମ ସ୍ଥିତ ପାହାଡ଼ ଉପରେ ବିରାଜମାନ ଅଘୋରୀ ମଠ ରେ ଶ୍ରୀ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଓ ସୁଦର୍ଶନ ଙ୍କୁ ଆଡ଼ମ୍ବର ସହିତ ସ୍ଥାନୀୟ ଲୋକଙ୍କ ଦ୍ୱାରା ପହଣ୍ଡି ବିଜେ କରି ରଥାରୁଢ଼ ହୋଇ ମହାରାଜା ଏମ୍ କ୍ରିଷ୍ଣା ପାତ୍ର ଙ୍କ ଦ୍ଵାରା ରଥରେ ଛେରା ପହଁରା କରିବା ସହୋ ଶତାବ୍ଦୀକ ଜନ ସାଧାରଣଙ୍କ ଦ୍ବାରା ରଥଯାତ୍ରା ରେ ରଥ ଟଣା ହୋଇଥିଲା ଏଥିରେ ସୂର୍ଯ୍ୟ ନାରାୟଣ ଦାସ,ମାନସ ରଞ୍ଜନ ପାଢ଼ୀ ଠାକୁରଙ୍କୁ ସେନାପଟା ଭେଷ ରେ ସୋଯବାଜ‌ କରି ପହଣ୍ଡି କରି ପୂଜାର୍ଚ୍ଚନା କରିଥିଲେ ରଥ ଟଣା ସାରୀ ଗୈଉଡ ସାହି ଆଡ଼ପ ମଣ୍ଡପରେ ଚତୃର୍ଦ୍ଧା ବିଗ୍ରହ ଙ୍କୁ ଆଡ଼ପ ମଣ୍ଡପରେ ବିରାଯମାନ କରାଯାଇଛି।ଏହି କାର୍ଯ୍ୟକୁ ଅରୁଣସାମଲ,ଶିବରାଉଳ,ବିଜୟ ଗୈଉଡ, ପ୍ରଫୁଲ୍ଲ ସାହୁ, ପ୍ରସାନ୍ତ ସାହୁ ଓ ଗୈଉଡ ସାହି ଯୁବକ ମାନେ ଉପସ୍ଥିତ ରହି ସହୋଯୋଗ କରିଛନ୍ତି।

Smart Computer Ad
You might also like
error: Content is protected !!