ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ଗ୍ରାମାଞ୍ଚଳ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର ଅନ୍ତରୀଣ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଡ ଜାରି ହେବ ନୂଆ ଜବ୍କାର୍ଡ ବ୍ୟବସ୍ଥା ଲାଗୁ କଲେ ସରକାର ନୂଆ ପଞ୍ଜୀକୃତ ପରିବାରଙ୍କୁ ମିଳିବ ରୋଜଗାର ଗ୍ୟାରେଣ୍ଟି କାର୍ଡ ପୁରୁଣା ଜବ୍କାର୍ଡ ନଷ୍ଟ ହୋଇଥିଲେ ମଧ୍ୟ ନୂଆ କାର୍ଡ ମିଳିବ ଜବ୍କାର୍ଡରେ ଏଣ୍ଟ୍ରି ପାଇଁ ସ୍ଥାନ ନ ଥିଲେ ବି ଜାରି ହେବ ଅନ୍ତରୀଣ କାର୍ଡ ଚିଠି ଲେଖି ଜଣାଇଲା ପଞ୍ଚାୟତିରାଜ ବିଭାଗ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ସିଇଓ ଓ ବିଡିଓଙ୍କୁ ଚିଠି ମାର୍ଗଦର୍ଶିକା ମଧ୍ୟ ଜାରି କଲା ପଞ୍ଚାୟତିରାଜ ବିଭାଗ
