ଖୋର୍ଦ୍ଧା,(ସଞ୍ଜୀବ କୁମାର):-
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ନାଁରେ ନକଲି ପଦୋନ୍ନତି ଆଦେଶ ଭାଇରାଲ୍ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ବିଭାଗୀୟ ସଚିବ ଜିପିଡିଓ ଓ ପିଏଙ୍କ ପଦୋନ୍ନତି ନାଁରେ ଘୁରି ବୁଲୁଛି ନକଲି ଆଦେଶ ଏହି ଜାଲ୍ ଆଦେଶକୁ ସମ୍ପୂର୍ଣ୍ଣ ଭାବେ ଖାରଜ ଓ ବିଶ୍ୱାସ ନ କରିବାକୁ ପରାମର୍ଶ ଗୃହ ବିଭାଗକୁ FIR ଓ ସାଇବର ତଦନ୍ତ ପାଇଁ ଅବଗତ କଲା ପଞ୍ଚାୟତିରାଜ ବିଭାଗ ପଦୋନ୍ନତି ଆଦେଶ ପ୍ରସ୍ତୁତ କରି ସାମାଜିକ ଗଣମାଧ୍ୟମରେ ପ୍ରସାର ଅଭିଯୋଗ
